ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ଥାନା ଆଇଆଇସି ଓ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା

Advertisment

ସାହୁ ଭାଉଜ ନିଜର ପୋଷାକ ଖୋଲି ଦର୍ଶକଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥିଲେ।ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସମ୍ମୁଖରେ ମଧ୍ୟ ଏଭଳି ନୃତ୍ୟ ପ୍ରଦର୍ଶନ କରିଥିଲେ ସେ। ଆଇଆଇସି ସାଦା ପୋଷାକ ପିନ୍ଧି ସମ୍ମୁଖରେ ବସି ଏଭଳି ନୃତ୍ୟ ନକରିବା ପାଇଁ ବାରଣ କରିବା ବଦଳରେ ଏହି ନୃତ୍ୟକୁ ଉପଭୋଗ କରିଥିଲେ।

ସାହୁ ଭାଉଜ ନିଜର ପୋଷାକ ଖୋଲି ଦର୍ଶକଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥିଲେ।ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସମ୍ମୁଖରେ ମଧ୍ୟ ଏଭଳି ନୃତ୍ୟ ପ୍ରଦର୍ଶନ କରିଥିଲେ ସେ। ଆଇଆଇସି ସାଦା ପୋଷାକ ପିନ୍ଧି ସମ୍ମୁଖରେ ବସି ଏଭଳି ନୃତ୍ୟ ନକରିବା ପାଇଁ ବାରଣ କରିବା ବଦଳରେ ଏହି ନୃତ୍ୟକୁ ଉପଭୋଗ କରିଥିଲେ।

nmj

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ କୋତାମେଟାଠାରେ ଚାଲିଥିବା କୋତାମେଟା ଉତ୍ସବରେ ଅନୁଷ୍ଠିତ ଯାତ୍ରା କାର୍ଯ୍ୟକ୍ରମରେ ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁଙ୍କ ଅଶ୍ଳୀଳତା ସୀମା ଟପିଯାଇଥିଲା। ସାହୁ ଭାଉଜ ନିଜର ପୋଷାକ ଖୋଲି ଦର୍ଶକଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସମ୍ମୁଖରେ ମଧ୍ୟ ଏଭଳି ନୃତ୍ୟ ପ୍ରଦର୍ଶନ କରିଥିଲେ ସେ। ଆଇଆଇସି ସାଦା ପୋଷାକ ପିନ୍ଧି ସମ୍ମୁଖରେ ବସି ଏଭଳି ନୃତ୍ୟ ନକରିବା ପାଇଁ ବାରଣ କରିବା ବଦଳରେ ଏହି ନୃତ୍ୟକୁ ଉପଭୋଗ କରିଥିଲେ। ଏଭଳି ନୃତ୍ୟକୁ ସେ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହୋଇଛି। ଆଇଆଇସି ଅଶ୍ଳୀଳ ନୃତ୍ୟକୁ ଉପଭୋଗ କରୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ତେଣେ ଏହି ଘଟଣାକୁ ନେଇ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe