ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଫେରାର: ଦୁଇ ୱାର୍ଡର ନିଲମ୍ବିତ

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇବା ଘଟଣାରେ ପୁଲିସ ଡିଜି ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଲା ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମ ନିଲମ୍ବିତ ହୋଇଛନ୍ତି।

Untitled

କଟକ: ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇବା ଘଟଣାରେ ପୁଲିସ ଡିଜି ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଲା ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମ ନିଲମ୍ବିତ ହୋଇଛନ୍ତି। କାଲି ରାତି ଗୋଟାଏ ପରେ ଦୁଇ  ଡକାୟତ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ମଧୁକାନ୍ତ ଓ ରାଜା ସାହାଣୀ।

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇବା ଘଟଣାରେ ପୁଲିସ ଡିଜି ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଲା ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମ ନିଲମ୍ବିତ ହୋଇଛନ୍ତି। କାଲି ରାତି ଗୋଟାଏ ପରେ ଦୁଇ  ଡକାୟତ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ମଧୁକାନ୍ତ ଓ ରାଜା ସାହାଣୀ।

ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ, ଯାଜପୁର ଜେଲରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe