ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ: ୨ ନା ୩ ତାରିଖରେ ପାଳିତ ହେବ!

Advertisment

ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଆସନ୍ତା ମାସ ୨ ନା ୩ ତାରିଖ କେଉଁ ଦିନ ସରସ୍ବତୀ ପୂଜା ପାଳନ ହେବା ଉଚିତ ତାକୁ ନେଇ ପ୍ରଶ୍ନ ଉଠିଛି। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଆକଳନ ରହିଥିବା ହେତୁ ଏଭଳି ସ୍ଥିତି ଉପୁଜିଛି।

ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଆସନ୍ତା ମାସ ୨ ନା ୩ ତାରିଖ କେଉଁ ଦିନ ସରସ୍ବତୀ ପୂଜା ପାଳନ ହେବା ଉଚିତ ତାକୁ ନେଇ ପ୍ରଶ୍ନ ଉଠିଛି। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଆକଳନ ରହିଥିବା ହେତୁ ଏଭଳି ସ୍ଥିତି ଉପୁଜିଛି।

ଦେବତାମାନଙ୍କର ଏହି ଛଳନା ଲାଗି ଭଗବାନ ରାମଚନ୍ଦ୍ରଙ୍କୁ ଯିବାକୁ ପଡ଼ିଥିଲା ବନବାସ!

ଭୁବନେଶ୍ବର: ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଆସନ୍ତା ମାସ ୨ ନା ୩ ତାରିଖ କେଉଁ ଦିନ ସରସ୍ବତୀ ପୂଜା ପାଳନ ହେବା ଉଚିତ ତାକୁ ନେଇ ପ୍ରଶ୍ନ ଉଠିଛି। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଆକଳନ ରହିଥିବା ହେତୁ ଏଭଳି ସ୍ଥିତି ଉପୁଜିଛି।

କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି।

କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe