ପାରିବାରିକ କଳହର କୁପରିଣତି: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରୁ ଆସିଲା ପୁଣି ପାରିବାରିକ କଳହର କରୁଣ ପରିଣତି।  ସ୍ୱାମୀକୁ ସ୍ତ୍ରୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ଅଭିଯୁକ୍ତ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଛି।

sn

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରୁ ଆସିଲା ପୁଣି ପାରିବାରିକ କଳହର କରୁଣ ପରିଣତି।  ସ୍ୱାମୀକୁ ସ୍ତ୍ରୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ଖବର ପାଇ ଘଟଣା ସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଶବକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି।

ମୁଣ୍ଡମରାଇ ଗ୍ରାମର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ  ଝଗଡା ଲାଗି ରୁହେ। ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା। ଶେଷରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀ ଅମରକୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ।
ହେଲେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଶବକୁ ଜବତ କରି ସ୍ତ୍ରୀ ଅଞ୍ଜନାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।

ସୂଚନା ପ୍ରକାରେ ମୁଣ୍ଡମରାଇ ଗ୍ରାମର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ  ଝଗଡା ଲାଗି ରୁହେ। ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା। ଶେଷରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀ ଅମରକୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ।
ହେଲେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଶବକୁ ଜବତ କରି ସ୍ତ୍ରୀ ଅଞ୍ଜନାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe