ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ମହିଳା କ୍ୟାଡର ନକ୍ସଲ ନିପାତ

Advertisment

ସୀମାନ୍ତ ଛତିଶଗଡର ଏବଂ ତେଲେଙ୍ଗାନା ସୀମାରେ ଗତ ୧୫ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଯବାନଙ୍କୁ ମିଳିଛି ପୁଣି ଏକ ସଫଳତା। ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିପାତ ହୋଇଛି।

ସୀମାନ୍ତ ଛତିଶଗଡର ଏବଂ ତେଲେଙ୍ଗାନା ସୀମାରେ ଗତ ୧୫ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଯବାନଙ୍କୁ ମିଳିଛି ପୁଣି ଏକ ସଫଳତା। ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିପାତ ହୋଇଛି।

କନ୍ଧମାଳ: ପୁଲିସ ଗୁଳିରେ ୪ମାଓବାଦୀ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଏବଂ ତେଲେଙ୍ଗାନା ସୀମାରେ ଗତ ୧୫ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଯବାନଙ୍କୁ ମିଳିଛି ପୁଣି ଏକ ସଫଳତା। ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିପାତ ହୋଇଛି। ଗତ ୧୫ ଦିନ ମଧ୍ୟରେ କାରଗୁଟ୍ଟା ଜଂଗଲରେ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରୁ ମହିଳା ନକ୍ସଲଙ୍କ ଶହ ସହ ୩୦୩ ରାଇଫଲ ସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳର ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ବହୁ ନକ୍ସଲ ମୃତାହତ ହୋଇଥିବେ।

ଗତ ୧୫ ଦିନ ମଧ୍ୟରେ କାରଗୁଟ୍ଟା ଜଂଗଲରେ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୁଗତ ପନ୍ଦର ଦିନ ଧରି ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ବହୁ ମାଓ ବଙ୍କରକୁ ମଧ୍ୟ ନଷ୍ଟ କରାଯାଇଛି। କିନ୍ତୁ ବହୁ ଯବାନ ମଧ୍ୟ ନକ୍ସଲଙ୍କର ପ୍ରେସର ବୋମାର ଶିକାର ହୋଇ ଆହତ ହୋଇଛନ୍ତି। ପୁଲିସ ତରଫରୁ ନିର୍ଣ୍ଣାୟକ ଲଢେଇ ଚାଲୁଛି। ରାଜ୍ୟ ସରକାର ମଧ୍ୟ ଶେଷ ଥର ପାଇଁ ଚେତାବନୀ ଦେଇଛନ୍ତି। ତୁରନ୍ତ ଆତ୍ମସମର୍ପଣ କର ନଚେତ ମୃତ୍ୟୁ ସୁନିଶ୍ଚିତ।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe