ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା

ବାଲେଶ୍ବର ଜିଲ୍ଲା ଥାନା ଖରସାହାପୁର ପଞ୍ଚାୟତ ଖରସାହାପୁର ଗ୍ରାମର ଜଣେ ମହିଳା ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ହେଲେ ଅଭିମନ୍ୟୁ ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସ(୫୦)।

ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର

ସୋର: ବ‌ାଲେଶ୍ବର ଜିଲ୍ଲା ଥାନା ଖରସାହାପୁର ପଞ୍ଚାୟତ ଖରସାହାପୁର ଗ୍ରାମର ଜଣେ ମହିଳା ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ହେଲେ ଅଭିମନ୍ୟୁ ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସ(୫୦)।

ବାସନ୍ତୀ ଗତକାଲି ରାତିରେ ଖାଇପିଇ ଶୋଇବାକୁ ଯାଇଥିବା ବେଳେ ରାତି ୩ ଟାରେ ପରିବାର ଲୋକେ ତାଙ୍କୁ ଘର ଗଡାଣରେ ଝୁଲୁଥିବା ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe