କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ମହିଳା, ଚାଲିଗଲା ଜୀବନ

Advertisment

ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଜଣକ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ  ଆକ୍ରମଣ କରିଥିଲା । ମୃତ ମହିଳାଙ୍କ ନାମ ମେରି ଟେଟେ (୫୮)।

ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଜଣକ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ  ଆକ୍ରମଣ କରିଥିଲା । ମୃତ ମହିଳାଙ୍କ ନାମ ମେରି ଟେଟେ (୫୮)।

Elephant

ସୁନ୍ଦରଗଡ଼: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଜଣକ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ  ଆକ୍ରମଣ କରିଥିଲା ।

ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ କରମଡିହି ଗୀତପଡ଼ା ଜଙ୍ଗଲକୁ ତିନି ଜଣ ମହିଳା ପତ୍ର ତୋଳିବାକୁ ଯାଇଥିବା ଜଣେ ମହିଳାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମେରି ଟେଟେ (୫୮)। ତାଙ୍କ ଘର କରମଡିହି ପଞ୍ଚାୟତ ଗୀତପରାରେ ବୋଲି ଜଣାଯାଇଛି। ସକାଳ ୬ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ମୃତଦେହ ପାଖରେ ପଡ଼ିଛି ହାତୀ। ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ କରମଡିହି ଗୀତପଡ଼ା ଜଙ୍ଗଲକୁ ତିନି ଜଣ ମହିଳା ପତ୍ର ତୋଳିବାକୁ ଯାଇଥିବା ଜଣେ ମହିଳାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମେରି ଟେଟେ (୫୮)। ତାଙ୍କ ଘର କରମଡିହି ପଞ୍ଚାୟତ ଗୀତପରାରେ ବୋଲି ଜଣାଯାଇଛି। ସକାଳ ୬ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ମୃତଦେହ ପାଖରେ ପଡ଼ିଛି ହାତୀ। ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe