୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଚାଲିଗଲା ବିଜେପି ନେତାଙ୍କ ମାଆଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଦେଇ ଯାଇଥିବା ମୁମ୍ବାଇ-କଲିକତା ୪୯ ନମ୍ବର ଜାତୀୟ ରାଜପଥର ରାସ୍ତାଚାଇଁନେବଦା ନିକଟରେ ଘଟିଛି  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ କରଞ୍ଜିଆ ବ୍ଲକ ବିଜେପିର ତାଟ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ମହାନ୍ତଙ୍କ ମାଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। 

ଅଦ୍ୟତନ ହୋଇଛି
ୂୂଳ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଦେଇ ଯାଇଥିବା ମୁମ୍ବାଇ-କଲିକତା ୪୯ ନଂ ଜାତୀୟ ରାଜପଥର ରାସ୍ତାଚାଇଁନେବଦା ନିକଟରେ ଘଟିଛି  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ କରଞ୍ଜିଆ ବ୍ଲକ ବିଜେପିର ତାଟ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ମହାନ୍ତଙ୍କ ମାଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।  ଏକ ଗାଡ଼ି ଧକ୍କା ଦେବାରୁ ତାଙ୍କର ପ୍ରାଣହାନି ଘଟିଛି। ଏଣେ ତାଙ୍କ ବାପା ଗୁରୁତର ହୋଇଛନ୍ତି।

୪୯ ନଂ ଜାତୀୟ ରାଜପଥର ରାସ୍ତାଚାଇଁନେବଦା ନିକଟରେ ଘଟିଛି  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ କରଞ୍ଜିଆ ବ୍ଲକ ବିଜେପିର ତାଟ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ମହାନ୍ତଙ୍କ ମାଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।  ଏକ ଗାଡ଼ି ଧକ୍କା ଦେବାରୁ ତାଙ୍କର ପ୍ରାଣହାନି ଘଟିଛି। ଏଣେ ତାଙ୍କ ବାପା ଗୁରୁତର ହୋଇଛନ୍ତି।କରଞ୍ଜିଆ ହସ୍ପିଟାଲରେ ଚିକିତ୍ସିତ ନିଜ ଗ୍ରାମ ବଡ଼ଗାଁ ପଞ୍ଚାୟତର ନାଧାଗଡିଆ ଗ୍ରାମରୁ ନିଜ ମୋପେଡ ବାଇକ ଯୋଗେ ଯଶିପୁର ଥାନା ଚାଇଁନେବଦା ଶଶୁର ଘରକୁ ଯାଉଥିବା ସମୟରେ ଚାଇଁ ନେବଦା ନିକଟରେ ଘଟିଛି ଦୁର୍ଘଟଣା। ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ଯଶିପୁର ପୁଲିସ ।

କରଞ୍ଜିଆ ହସ୍ପିଟାଲରେ ଚିକିତ୍ସିତ ନିଜ ଗ୍ରାମ ବଡ଼ଗାଁ ପଞ୍ଚାୟତର ନାଧାଗଡିଆ ଗ୍ରାମରୁ ନିଜ ମୋପେଡ ବାଇକ ଯୋଗେ ଯଶିପୁର ଥାନା ଚାଇଁନେବଦା ଶଶୁର ଘରକୁ ଯାଉଥିବା ସମୟରେ ଚାଇଁ ନେବଦା ନିକଟରେ ଘଟିଛି ଦୁର୍ଘଟଣା। ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ଯଶିପୁର ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe