ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ

ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ଓ ପଣ୍ଡୁଆ ପାଣ୍ଡି କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ସାରଙ୍ଗଧର ସେତୁ ବ୍ରିଜ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିପଡ଼ି ଦିଲୀପ କୁମାର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

Dead

କାମାକ୍ଷାନଗର: ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଶ୍ରମିକ ମୃତ। ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ଓ ପଣ୍ଡୁଆ ପାଣ୍ଡି କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ସାରଙ୍ଗଧର ସେତୁ ବ୍ରିଜ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିପଡ଼ି ଦିଲୀପ କୁମାର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କୁ ଢେଙ୍କାନାଳ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଜଣେ ନିଖୋଜ ଥିଲେ। ନଦୀରେ ଖୋଜିବା ପରେ ପାଣି ଭିତରୁ ଦିଲୀପଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। 

ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ଓ ପଣ୍ଡୁଆ ପାଣ୍ଡି କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀ ସାରଙ୍ଗଧର ସେତୁ ବ୍ରିଜ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିପଡ଼ି ଦିଲୀପ କୁମାର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କୁ ଢେଙ୍କାନାଳ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଜଣେ ନିଖୋଜ ଥିଲେ। ନଦୀରେ ଖୋଜିବା ପରେ ପାଣି ଭିତରୁ ଦିଲୀପଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ମୃତ ଦିଲୀପଙ୍କ ଘର ବିହାର ରାଜ୍ୟ ମୁଟିଆରି ଜିଲା ଚାଉଥଲା ଥାନା ମହମଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି | ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି l

ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ମୃତ ଦିଲୀପଙ୍କ ଘର ବିହାର ରାଜ୍ୟ ମୁଟିଆରି ଜିଲା ଚାଉଥଲା ଥାନା ମହମଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି | ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି l

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe