ଘରକୁ ଫେରୁଥିଲେ ଶ୍ରମିକ, ଚାପିଦେଲା ଖଣି ଗ୍ରେଡର୍: ଘଟଣାସ୍ଥଳରେ ଚାଲିଗଲା ଜୀବନ

Advertisment

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅର୍ନ୍ତଗତ ପଟବେଡା ସ୍ଥିତ ଏକ ଖଣିରେ କାର୍ଯ୍ୟରତ ବଡବିଲ ଥାନା ବଲାଣି ଅଞ୍ଚଳର ରଘୁନାଥ ଦାସ ଖଣିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗ୍ରେଡେରର୍(ଓଡି ୩୩ ଏଏଫ୍ ୫୯୦୯)  ତାଙ୍କୁ  ଚାପି ଦେଇଥିଲା। ଏହାଫଳରେ ରଘୁନାଥ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ରା

ରାଉରକେଲା /କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅର୍ନ୍ତଗତ ପଟବେଡା ସ୍ଥିତ ଏକ ଖଣିରେ କାର୍ଯ୍ୟରତ ବଡବିଲ ଥାନା ବଲାଣି ଅଞ୍ଚଳର ରଘୁନାଥ ଦାସ ଖଣିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗ୍ରେଡେରର୍(ଓଡି ୩୩ ଏଏଫ୍ ୫୯୦୯)  ତାଙ୍କୁ  ଚାପି ଦେଇଥିଲା। ଏହାଫଳରେ ରଘୁନାଥ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ରଘୁନାଥ ଦାସ ଖଣିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗ୍ରେଡେରର୍(ଓଡି ୩୩ ଏଏଫ୍ ୫୯୦୯)  ତାଙ୍କୁ  ଚାପି ଦେଇଥିଲା। ଏହାଫଳରେ ରଘୁନାଥ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁଲିସ୍ ଘଟଣାସ୍ଥଳରୁ ଶବ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପଟବେଡାଠାରେ ବିଭିନ୍ନ ଖଣି ପରିବହନ ଗାଡ଼ି ବେଆଇନ୍ ପାର୍କିଂ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe