ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ହାଇଓ୍ବା ଧକ୍କାରେ ସୁପରଭାଇଜରଙ୍କ ମୃତ୍ୟୁ

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା। ହାଇଓ୍ବା ଧକ୍କାରେ ଜଣେ ସୁପରଭାଇଜରଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ମୃତକ କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର ଭ୍ରମରବର ସ୍ୱାଇଁ। ଘଟଣାର ତଦନ୍ତ ଚଳାଇଛି ପୁଲିସ |

ୁୂର

ପାରାଦୀପ:  ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା। ହାଇଓ୍ବା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଘଟଣାର ତଦନ୍ତ ଚଳାଇଛି ପୁଲିସ | ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ |

ବନ୍ଦର ନିଷିଦ୍ଧାଞ୍ଚଳରେ ଜଣେ ସୁପରଭାଇଜରଙ୍କୁ ଚାପି ଦେଇଛି ହାଇୱା | ଘଟଣା ସ୍ଥଳରେ ହିଁ ସୁପରଭାଇଜରଙ୍କର ମୃତ୍ୟୁ ହୋଇଛି | କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର ଭ୍ରମରବର ସ୍ୱାଇଁ ଗତକାଲି ସବୁଦିନ ଭଳି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଦଶ ନମ୍ବର କୋଇଲା ପ୍ଳଟରେ ଡିଉଟି କରୁଥିଲେ | ଏକ ଚେୟାରରେ ବସି ସିଏ ଲେଖାଲେଖି କରୁଥିବା ବେଳେ ଏକ ହାଇୱା ଗାଡ଼ି ବ୍ୟାକ୍ କରିବା ସମୟରେ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା କୁହାଯାଉଛି | ତେବେ ସେଠାରେ ଥିବା ତାଙ୍କର ଅନ୍ୟ ସହଯୋଗୀ ଓ ଡ଼୍ରାଇଭରମାନଙ୍କ ସହାୟତାରେ ତାଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଛନ୍ତି। ନେହେରୁବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ହାଇଓ୍ବା ଗାଡ଼ିକୁ ଜବତ କରାଯିବା ସହିତ ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe