ବେଆଇନଭାବରେ ଖଣିରେ ବ୍ଲାଷ୍ଟିଂ, ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ଲହଡା ସ୍ଥିତ କଳା ମୁଗୁନି ପଥର ଖଣିରେ ବ୍ଲାଷ୍ଠିଂ ଯୋଗୁ ଶ୍ରମିକ ମୃତ। ମୃତ ଶ୍ରମିକ ଜଣଙ୍କ ନିକଟସ୍ଥ ବାଲିକିଆରିଆ ଗ୍ରାମର ଜିତୁ ତିରିଆ (୩୦) ବୋଲି ଜଣାପଡିଛି।

Dead

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ଲହଡା ସ୍ଥିତ କଳା ମୁଗୁନି ପଥର ଖଣିରେ ବ୍ଲାଷ୍ଠିଂ ଯୋଗୁ ଶ୍ରମିକ ମୃତ। ଖଣିରେ ଡ୍ରିଲ କରୁଥିବା ସମୟରେ ଡ୍ରିଲ ବିଟ୍ ଭାଙ୍ଗି ପେଟରେ ପଶିଯିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି‌। ମୃତ ଶ୍ରମିକ ଜଣଙ୍କ ନିକଟସ୍ଥ ବାଲିକିଆରିଆ ଗ୍ରାମର ଜିତୁ ତିରିଆ (୩୦) ବୋଲି ଜଣାପଡିଛି।

ଗଂଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ଲହଡା ସ୍ଥିତ କଳା ମୁଗୁନି ପଥର ଖଣିରେ ବ୍ଲାଷ୍ଠିଂ ଯୋଗୁ ଶ୍ରମିକ ମୃତ। ଖଣିରେ ଡ୍ରିଲ କରୁଥିବା ସମୟରେ ଡ୍ରିଲ ବିଟ୍ ଭାଙ୍ଗି ପେଟରେ ପଶିଯିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି‌। ମୃତ ଶ୍ରମିକ ଜଣଙ୍କ ନିକଟସ୍ଥ ବାଲିକିଆରିଆ ଗ୍ରାମର ଜିତୁ ତିରିଆ (୩୦) ବୋଲି ଜଣାପଡିଛି। ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ବେଳେ ମାଫିଆମାନେ ବେଆଇନ ଭାବେ ଦୀର୍ଘ ଦିନ ଧରି ଖଣିରେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରି ଆସୁଥିଲେ। ଖଣିରେ ନିହଲପ୍ରସାଦ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ବେଳେ ମାଫିଆମାନେ ବେଆଇନ ଭାବେ ଦୀର୍ଘ ଦିନ ଧରି ଖଣିରେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରି ଆସୁଥିଲେ। ଖଣିରେ ନିହଲପ୍ରସାଦ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe