ବ୍ରହ୍ମପୁର: ଖଣ୍ଡା ବୁଲାଇ ଓ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ। ଗଞ୍ଜାମ ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ଙ୍କୁ ପୁଲିସ ଗିରଫ କରିଛି ।
ଆହୁରି ପଢ଼ନ୍ତୁ:କେନାଲରେ ଭାସୁଛି ଅଚିହ୍ନା ଶବ, ହତ୍ୟା ସନ୍ଦେହ
ସୁଶାନ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ
ସୁଶାନ୍ତ ଏକ ଖଣ୍ଡା ଓ ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଆସିବି, ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି ଅଭିନୟ କରି ଅପଲୋଡ କରିଥିଲେ। ଭାଇରାଲ ହେବା ପରେ ତାହା ପୁଲିସ ନଜରକୁ ଆସିଥିଲା l ପୁଲିସ ଗାଁରେ ପହଞ୍ଚି ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Crime | arrested
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/19/untitled-18-2025-10-19-13-13-54.jpg)