ଅନଲାଇନ୍ ଗେମ୍ ହେଲା କାଳ, ୫ ଲକ୍ଷ ଟଙ୍କା ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment

ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Updated On

ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଦ୍ୟତନ ହୋଇଛି
ୂର

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ ରାୟ(୪୪)। ତାଙ୍କ ପତ୍ନୀ ତାଙ୍କ ଠାରୁ ଦୂରେଇ ରହୁଥିବା ବେଳେ ତାଙ୍କର ସାତବର୍ଷର ଏକ ଝିଅ ମଧ୍ୟ ରହିଛି।

ସର୍ବଜିତ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ସେ ଚେନ୍ନାଇରେ ଚାକିରି କରିଥିଲେ। ତେବେ ଗତ କିଛି ଦିନ ହେଲା ଚାକିରି ଛାଡ଼ି ଗାଁ ରେ ଟ୍ୟୁସନ କରି ଚଳୁଥିଲେ।ଗତ କିଛି ଦିନ ତଳେ ସେ ଜୁପି ଅନଲାଇନ ଗ୍ୟାମ ଖେଳି ୨୦ ହଜାର ଟଙ୍କା ହରାଇଥିଲେ। ଏହାପରେ ସେହି ଟଙ୍କା ରିକଭରି କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି ୬ ଲକ୍ଷ ଟଙ୍କା ହରାଇଛନ୍ତି। ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ନିଜ ତଣ୍ଟି ଓ ବାମ ହାତର ଶିରକୁ ବ୍ଲେଡରେ କାଟି ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ପଠା ଯାଇଛି।

ସର୍ବଜିତ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ସେ ଚେନ୍ନାଇରେ ଚାକିରି କରିଥିଲେ। ତେବେ ଗତ କିଛି ଦିନ ହେଲା ଚାକିରି ଛାଡ଼ି ଗାଁ ରେ ଟ୍ୟୁସନ କରି ଚଳୁଥିଲେ।ଗତ କିଛି ଦିନ ତଳେ ସେ ଜୁପି ଅନଲାଇନ ଗ୍ୟାମ ଖେଳି ୨୦ ହଜାର ଟଙ୍କା ହରାଇଥିଲେ। ଏହାପରେ ସେହି ଟଙ୍କା ରିକଭରି କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି ୬ ଲକ୍ଷ ଟଙ୍କା ହରାଇଛନ୍ତି।

ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ନିଜ ତଣ୍ଟି ଓ ବାମ ହାତର ଶିରକୁ ବ୍ଲେଡରେ କାଟି ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ପଠା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe