ନିମାପଡ଼ାରେ ମର୍ମନ୍ତୁତ ଦୁର୍ଘଟଣା: ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ପୁରୀ ଜିଲ୍ଲା ନିମାପଡ଼ା ଗୋପ ମୁଖ୍ୟରାସ୍ତା ଝମ୍ପୁଲାକୁଦ ନିକଟସ୍ଥ ବଡ୍ରିଖୋଲ ନିକଟରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ ଆଉ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ।

9e02c398-625f-4cf3-8ea5-d03e8d6111e8

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ଗୋପ ମୁଖ୍ୟରାସ୍ତା ଝମ୍ପୁଲାକୁଦ ନିକଟସ୍ଥ ବଡ୍ରିଖୋଲ ନିକଟରେ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହେବା ସହିତ ଆଉ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ।

ସୂଚନା ଅନୁଯାୟୀ ଗୋପ ଅଞ୍ଚଳରୁ ଆସୁଥିବା ଏକ ବାଇକ୍ ଝମ୍ପୁଲାକୁଦ ନିକଟରେ ଏକ ଚାରିଚକିଆ ଜାନକୁ ଓଭର ଟେକ୍ କରିଥିବା ସମୟରେ ସାମ୍ନାରୁ ଆସୁଥିବା ଆଉ ଗୋଟିଏ ବାଇକ୍ ସହ ମୁଂହାମୁହିଁ ଧକା ହୋଇଥିଲା।

ତେବେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ଗୁରୁତର ଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମୃତ ଯୁବକ ଜଣଙ୍କ ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତ ବରିମୁଣ୍ଡ ଗ୍ରାମର ଦେବାଶିଷ ପଣ୍ଡା(୩୦) ବୋଲି ଜଣାପଡ଼ିଛି।

puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe