ଫୁଲବାଣୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଲା ଅଭିଯୁକ୍ତ ଯୁବକ, ଗଞ୍ଜେଇ ଜବତ

Advertisment

ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି।

ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି।

bhi

ସୁନ୍ଦରଗଡ଼: ଫୁଲବାଣୀରୁ ଗଞ୍ଜେଇ ନେଇକି ଆସି ସୁନ୍ଦରଗଡ଼ରେ ବସ ବଦଳାଇ ବନାରସକୁ ଯିବା ସମୟରେ ଜବତ ହେଲା ଗଞ୍ଜେଇ। ବଡ଼ ସୁଟକେଶରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ମାଫିଆ ଚାଲାଣ ପାଇଁ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରୁଛନ୍ତି । କାରଣ ଏମାନଙ୍କୁ ହଠାତ କେହି ସନ୍ଦେହ କରି ପାରିବେ ନାହିଁ ।

ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା । ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ।

ସୂଚନା ଅନୁଯାୟୀ, ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe