ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ରେଳ ଷ୍ଟେସନର ସେକ୍ସନ ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବାର ଦେଖିବାକୁ ମିଳିଥିଲା। ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

zx

ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ରେଳ ଷ୍ଟେସନର ସେକ୍ସନ ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବାର ଦେଖିବାକୁ ମିଳିଛି। ଘଟଣା ଅନୁଯାୟୀ ଟ୍ରେନରେ ଯାତାୟତ ସମୟରେ ଯୁବକଜଣକ ଖସିପଡ଼ିଥିବାର ଅନୁମାନ କରାଯାଉଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖନ୍ତାପଡ଼ା ରେଳ ଷ୍ଟେସନର ସେକ୍ସନ ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବାର ଦେଖିବାକୁ ମିଳିଛି। ଘଟଣା ଅନୁଯାୟୀ ଟ୍ରେନରେ ଯାତାୟତ ସମୟରେ ଯୁବକଜଣକ ଖସିପଡ଼ିଥିବାର ଅନୁମାନ କରାଯାଉଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe