ଦନ୍ତା ଆକ୍ରମଣରେ ଚାଲିଗଲା ଡଙ୍ଗରିଆ ଯୁବକଙ୍କ ଜୀବନ

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକ ହେଲେ ସାଲୁପୁ କୁଟ୍ରୁକା।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକ ହେଲେ ସାଲୁପୁ କୁଟ୍ରୁକା।

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକ ହେଲେ ସାଲୁପୁ କୁଟ୍ରୁକା।

ସାଲୁପୁ ଶୁକ୍ରବାର ରାତିରେ ପାହାଡ଼ ଉପରେ ନିଜ ଧାନ କ୍ଷେତରେ ଜଗିଥିବା ସମୟରେ ହାତୀ ପଶି ଆସିଥିଲା। ସାଲୁପୁ ହାତୀ ଘଉଡ଼ାଇବା ସମୟରେ ଆକ୍ରମଣର ଶିକାର ହୋଇ ମୃତ୍ୟବରଣ କରିଥିଲେ।

ଘଟଣାରୁ ପ୍ରକାଶ ଯେ, ସାଲୁପୁ ଶୁକ୍ରବାର ରାତିରେ ପାହାଡ଼ ଉପରେ ନିଜ ଧାନ କ୍ଷେତରେ ଜଗିଥିବା ସମୟରେ ହାତୀ ପଶି ଆସିଥିଲା। ସାଲୁପୁ ହାତୀ ଘଉଡ଼ାଇବା ସମୟରେ ଆକ୍ରମଣର ଶିକାର ହୋଇ ମୃତ୍ୟବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe