Young Man Death Accident ୧୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପିକଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

Advertisment

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ Death ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି।

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ Death ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି।

Untitled

young man dies in accident at banarpal Photograph: (sambad.in)

ମହୀଧରପୁର: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି।

କାଠ ବୋଝେଇ ପିକଅପ ଗାଡ଼ି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା

ସୂଚନା ମୁତାବକ, ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜି ଆଡୁ ଟାଟା ଷ୍ଟିଲ ପ୍ଲାଣ୍ଟକୁ ଡିଉଟି କରିବା ପାଇଁ ଏକ ବାଇକ ଯୋଗେ ଯାଉଥିବା ବେଳେ ବଅଁରପାଳ ଆଡୁ ଆସୁଥିବା ଏକ କାଠ ବୋଝେଇ ପିକଅପ ଗାଡ଼ି  (ଓଡି-୦୮-ୟୁ-୯୮୭୯) ଦ୍ରୁତ ଗତିରେ ଆସି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ  ଛିଟିକି ରକ୍ତାକ୍ତ ଅବସ୍ଥାରେ  ପଡ଼ିଥିଲେ। ତାଙ୍କୁ  ସେହି ଗ୍ରାମର ଯୁବକମାନେ  ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଶକ୍ତି ସୌରଭଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: Wood Loaded Truck Seized ସଇଁତଲା ବନ ବିଭାଗର ଚଢ଼ାଉ; ଖଇର କାଠ ବୋ‌ଝେଇ ଟ୍ରକ୍ ଜବତ, ଡ୍ରାଇଭର୍ ଫେରାର
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe