କୋଇଲା ଖଣି ଅଞ୍ଚଳରେ ପୁଣି ଦୁର୍ଘଟଣା:  ଟ୍ରେଲର ଧକ୍କାରେ ଯୁବକ ମୃତ

Advertisment

ବାଙ୍କିବାହାଲ - ଟପରିଆ  ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି।

ବାଙ୍କିବାହାଲ - ଟପରିଆ  ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି।

sm

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି କୋଇଲା ଖଣି ଅଞ୍ଚଳରେ ପୁଣି ଦୁର୍ଘଟଣା ଘଟିଛି। ବାଙ୍କିବାହାଲ - ଟପରିଆ  ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି। ସେ ପଶ୍ଚିମବଙ୍ଗର ବାସିନ୍ଦା। ସେ ବିଲେଇମୁଣ୍ଡାରେ ରହୁଥିଲେ। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ବାଙ୍କିବାହାଲ - ଟପରିଆ  ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି। ସେ ପଶ୍ଚିମବଙ୍ଗର ବାସିନ୍ଦା। ସେ ବିଲେଇମୁଣ୍ଡାରେ ରହୁଥିଲେ। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

 ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe