ନାଗାବଳୀ ଟ୍ରେନ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହୃଦଘାତରେ ମୃତ୍ୟୁ ସୂଚନା

ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି। ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।

zxc

ସମ୍ବଲପୁର: ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।

ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ। ମୃତଶରୀରକୁ ନେବା ପାଇଁ ପରିବାରକୁ ସୂଚନା ଦିଆଯାଇଛି। ତେବେ କେଉଁଠାରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ କେତେବେଳେ ଏବଂ କେଉଁଠି ମୃତ୍ୟୁବରଣ କରିଥିଲେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

 ମୃତଶରୀରକୁ ନେବା ପାଇଁ ପରିବାରକୁ ସୂଚନା ଦିଆଯାଇଛି। ତେବେ କେଉଁଠାରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ କେତେବେଳେ ଏବଂ କେଉଁଠି ମୃତ୍ୟୁବରଣ କରିଥିଲେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe