ବାରଙ୍ଗ: ମୁଣ୍ଡୁଳୀ ବ୍ୟାରେଜ ଛକରେ ସନ୍ଦେହଜନକ ଭାବେ କଳା ରଙ୍ଗର ହୋଣ୍ଡା ଟକସନ କାର ରଖି ଯୁବକ ନିଖୋଜ | ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ୍ ଓଡ୍ରାଫ ଟିମ ସହ ପହଞ୍ଚି ମହାନଦୀ ପାଣିକୁ ଡେଇଁ ନିଖୋଜ ଥିବା ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ଆହୁରି ପଢ଼ନ୍ତୁ:କଥା ଦେଇ କଥା ରଖି ନାହାନ୍ତି ପୂର୍ବ ସରକାର: ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ
ନିଖୋଜ ଯୁବକ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଯୁବକ ନଦୀକୁ ଡେଇଁଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ରହିଛିି।
ଆହୁରି ପଢ଼ନ୍ତୁ:ଉପନିର୍ବାଚନ ପାଇଁ ନୂଆପଡ଼ା ସରଗରମ: ବିଜେଡି ଗଡ଼ରେ ଧସେଇ ପଶୁଛନ୍ତି ବିଜେପି ଓ କଂଗ୍ରେସ