ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପର୍ଜଙ୍ଗ ଥାନା ଆମ୍ବପଳlସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଖବର ମିଳିଛି। ସେ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ l

Dead

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳlସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଖବର ମିଳିଛି। ସେ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ l

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳlସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଖବର ମିଳିଛି। ସେ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ l ଗତକାଲି ରାତିରେ ତାଙ୍କୁ କେତେକ ଦୁର୍ବୃତ୍ତ ପିଟିପିଟି ମାରିଦେବା ସହ ତାଙ୍କ ମୁଣ୍ଡରେ ପଥର ଛେଚି ବିକୃତ କରିଦେଇଛନ୍ତି l ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚଛି। 

ଗତକାଲି ରାତିରେ ତାଙ୍କୁ କେତେକ ଦୁର୍ବୃତ୍ତ ପିଟିପିଟି ମାରିଦେବା ସହ ତାଙ୍କ ମୁଣ୍ଡରେ ପଥର ଛେଚି ବିକୃତ କରିଦେଇଛନ୍ତି l ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe