ସଂଘବଦ୍ଧ ଆକ୍ରମଣରେ ଆଖିବୁଜିଲେ ଯୁବକ, ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ବଡ଼ ବଜାର ଥାନା ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁ। ମୃତକ ବିଦ୍ୟାଧର ପାଣିଗ୍ରାହୀ(୨୨)। ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ। ପୁଲିସର ତଦନ୍ତ ଆରମ୍ଭ କରିଛି।

bn

ବ୍ରହ୍ମପୁର: ବଡ଼ ବଜାର ଥାନା ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁ। ମୃତକ ବିଦ୍ୟାଧର ପାଣିଗ୍ରାହୀ(୨୨)। ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ। ପୁଲିସର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ସାନବଜାର ଛକରେ ବିଦ୍ୟାଧର ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ନରସିଂହ ସାହୁ ଠିଆ ହୋଇଥିଲେ। ଏହି ସମୟରେ ୩ଟି ବାଇକରେ ୫ଜଣ ଯୁବକ ଆସି ହଠାତ୍ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ଫେରାର ମାରିଥିଲେ। ଏଥିରେ ବିଦ୍ୟାଧର ପାଣିଗ୍ରାହୀ ଗୁରୁତର ହୋଇଥିଲେ ଓ ନରସିଂହ ସାହୁ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ସଂକଟାପନ୍ନ ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସାନବଜାର ଛକରେ ବିଦ୍ୟାଧର ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ନରସିଂହ ସାହୁ ଠିଆ ହୋଇଥିଲେ। ଏହି ସମୟରେ ୩ଟି ବାଇକରେ ୫ଜଣ ଯୁବକ ଆସି ହଠାତ୍ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ଫେରାର ମାରିଥିଲେ। ଏଥିରେ ବିଦ୍ୟାଧର ପାଣିଗ୍ରାହୀ ଗୁରୁତର ହୋଇଥିଲେ ଓ ନରସିଂହ ସାହୁ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ସଂକଟାପନ୍ନ ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe