ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ: ଯୁବକଙ୍କୁ ହାଣିଲେ ମହିଳାଙ୍କ ସ୍ବାମୀ ଓ ଦିଅର

Advertisment

ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ। ଶୋଇଥିବା ବେଳେ ବାବାଜୀ ନାୟକ ନାମକ ଯୁବକଙ୍କୁ କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର । ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।

ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ। ଶୋଇଥିବା ବେଳେ ବାବାଜୀ ନାୟକ ନାମକ ଯୁବକଙ୍କୁ କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର । ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।

କ୍ପମ

ଅନୁଗୁଳ: ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ। ଶୋଇଥିବା ବେଳେ ବାବାଜୀ ନାୟକ ନାମକ ଯୁବକଙ୍କୁ କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର। ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।

ବାବାଜୀ ନାୟକ ବିବାହିତ ହୋଇଥିବାବେଳେ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀ ରିଙ୍କି ନାଏକଙ୍କୁ ପ୍ରେମ କରୁଥିଲେ। ପରେ ରିଙ୍କି ନାଏକଙ୍କୁ ଆଣି ନିଜ ଘରେ ରଖିଥିଲେ। ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ୭ ମାସ ହେବ ବାବାଜୀଙ୍କ ଘରେ ରହୁଥିଲେ ରିଙ୍କି । ତେବେ ରାତି ଅଧରେ ଶୋଇଥିବା ବେଳେ ବାବାଜୀଙ୍କୁ ରିଙ୍କିଙ୍କ ସ୍ବାମୀ ବିଭୂତି ଓ ଦିଅର ଭୋଳା ହତ୍ୟା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ବାବାଜୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସୂଚନା ଅନୁସାରେ, ବାବାଜୀ ନାୟକ ବିବାହିତ ହୋଇଥିବାବେଳେ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀ ରିଙ୍କି ନାଏକଙ୍କୁ ପ୍ରେମ କରୁଥିଲେ। ପରେ ରିଙ୍କି ନାଏକଙ୍କୁ ଆଣି ନିଜ ଘରେ ରଖିଥିଲେ। ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ୭ ମାସ ହେବ ବାବାଜୀଙ୍କ ଘରେ ରହୁଥିଲେ ରିଙ୍କି । ତେବେ ରାତି ଅଧରେ ଶୋଇଥିବା ବେଳେ ବାବାଜୀଙ୍କୁ ରିଙ୍କିଙ୍କ ସ୍ବାମୀ ବିଭୂତି ଓ ଦିଅର ଭୋଳା ହତ୍ୟା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ବାବାଜୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe