ରମ୍ଭା ରେଳ ଷ୍ଟେସନ ନିକଟରେ ପୁଣି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

Advertisment

ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଆର ବାହାଡ଼ାପଲ୍ଲୀ ଗ୍ରାମର ଅଭି ପ୍ରଧାନ। ରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଆର ବାହାଡ଼ାପଲ୍ଲୀ ଗ୍ରାମର ଅଭି ପ୍ରଧାନ। ରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

attack

ଖଲ୍ଲିକୋଟ: ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ବାଇକ୍ ରେ ସେ ନିଜ ଗାଁକୁ ଯାଉଥିବା ବେଳେ ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାର ସୂଚନା ରହିଛି। ଏହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ଆର ବାହାଡ଼ାପଲ୍ଲୀ ଗ୍ରାମର ଅଭି ପ୍ରଧାନ।

ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ବାଇକ୍ ରେ ସେ ନିଜ ଗାଁକୁ ଯାଉଥିବା ବେଳେ ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାର ସୂଚନା ରହିଛି। ଏହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ଆର ବାହାଡ଼ାପଲ୍ଲୀ ଗ୍ରାମର ଅଭି ପ୍ରଧାନ। ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଅଭିଙ୍କର ମୃତଦେହ ପଡ଼ିଥିବା ବୋଳେ ରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଅଭିଙ୍କର ମୃତଦେହ ପଡ଼ିଥିବା ବୋଳେ ରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଚଳିତ ମାସ ୩ ତାରିଖରେ ମଧ୍ୟ ରମ୍ଭା ରେଳ ଷ୍ଟେସନ ନିକଟରେ ଏକ ହତ୍ୟାକାଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe