ପ୍ରେମ ବ୍ୟାପାରରୁ ଜୀବନ ହାରିଲେ ଯୁବତୀ

Advertisment

ଜଣେ ଯୁବତୀ ପ୍ରେମଜନିତ କାରଣରୁ ସୋର ଥାନା ମହୁମୁହାଣଠାରେ ହାତକୁ ବ୍ଲେଡରେ କାଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ହେଲେ ନୀଳଗିରି ଥାନା ଜଡିଦା ପଞ୍ଚାୟତ ପୋଡାଷୋଳ ଗ୍ରାମର  ସୀତା ସିଂ (୨୫)।

ଜଣେ ଯୁବତୀ ପ୍ରେମଜନିତ କାରଣରୁ ସୋର ଥାନା ମହୁମୁହାଣଠାରେ ହାତକୁ ବ୍ଲେଡରେ କାଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ହେଲେ ନୀଳଗିରି ଥାନା ଜଡିଦା ପଞ୍ଚାୟତ ପୋଡାଷୋଳ ଗ୍ରାମର  ସୀତା ସିଂ (୨୫)।

nj

ସୋର: ଜଣେ ଯୁବତୀ ପ୍ରେମ ଜନିତ କାରଣରୁ ସୋର ଥାନା ମହୁମୁହାଣଠାରେ ହାତକୁ ବ୍ଲେଡରେ କାଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ହେଲେ ନୀଳଗିରି ଥାନା ଜଡିଦା ପଞ୍ଚାୟତ ପୋଡାଷୋଳ ଗ୍ରାମର  ସୀତା ସିଂ (୨୫)। ସୀତା ଗତ ସାତ ବର୍ଷ ଧରି ମହୁମୁହାଣ ଠାରେ ବ୍ଲକ ଉପାଧକ୍ଷ ଭ୍ରମରବର ନାୟକଙ୍କ ନିକଟରେ ପଥର ପିଟି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତିରେ ସେ ତାଙ୍କ ପ୍ରେମିକକୁ ଫୋନ କରିବା ପରେ ନିଜ ହାତକୁ ଏକ ବ୍ଲେଡରେ ବାରମ୍ବାର କାଟିଥିଲେ। ପରେ ନିଜ ଶୋଇଥିବା ଘରେ ବେକରେ ଆପ୍ରୋନ ଲଗାଇ ଗଡାଣରେ ଝୁଲିପଡ଼ିଥିଲେ।

ସୋର ଥାନା ମହୁମୁହାଣଠାରେ ହାତକୁ ବ୍ଲେଡରେ କାଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ହେଲେ ନୀଳଗିରି ଥାନା ଜଡିଦା ପଞ୍ଚାୟତ ପୋଡାଷୋଳ ଗ୍ରାମର  ସୀତା ସିଂ (୨୫)। ସୀତା ଗତ ସାତ ବର୍ଷ ଧରି ମହୁମୁହାଣ ଠାରେ ବ୍ଲକ ଉପାଧକ୍ଷ ଭ୍ରମରବର ନାୟକଙ୍କ ନିକଟରେ ପଥର ପିଟି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତିରେ ସେ ତାଙ୍କ ପ୍ରେମିକକୁ ଫୋନ କରିବା ପରେ ନିଜ ହାତକୁ ଏକ ବ୍ଲେଡରେ ବାରମ୍ବାର କାଟିଥିଲେ। ପରେ ନିଜ ଶୋଇଥିବା ଘରେ ବେକରେ ଆପ୍ରୋନ ଲଗାଇ ଗଡାଣରେ ଝୁଲିପଡ଼ିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe