ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।
/filters:format(webp)/sambad/media/media_files/2025/06/18/kadambabana-850d8b1d.jpeg)
/filters:format(webp)/sambad/media/media_files/2025/06/18/book-4b8bac9f.jpeg)
କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ।
/filters:format(webp)/sambad/media/media_files/2025/06/18/kete%20Phula%20Phutichi-7121b373.jpeg)
/filters:format(webp)/sambad/media/media_files/2025/06/18/kete%20Phula%20Phutichi%20book-b0963bed.jpeg)
ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ।
Follow Us