ବୟସାନୁସାରେ ଶୁଅନ୍ତୁ ଏତିକି ଘଣ୍ଟା!

Advertisment
ବୟସାନୁସାରେ ଶୁଅନ୍ତୁ ଏତିକି ଘଣ୍ଟା!

ଉତ୍ତମ ସ୍ୱାସ୍ଥ୍ୟ ଲାଗି ସୁଷମ ଆହାର ସହ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ନିତାନ୍ତ ଜରୁରି! କିନ୍ତୁ, ଆଜିକାଲିର ଯୁବପିଢ଼ି କାର୍ଯ୍ୟ ବ୍ୟସ୍ତତା ଭିତରେ ଭଲ ଭାବେ ଶୋଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଏ ସଂକ୍ରାନ୍ତରେ ଆମେରିକାର ନ୍ୟାସ୍‌ନାଲ୍‌ ସ୍ଲିପ୍‌ ଫାଉଣ୍ଡେସନ୍‌ ରିସର୍ଚ କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ବୟସାନୁସାରେ ସମସ୍ତଙ୍କ ନିଦ୍ରାର ଆବଶ୍ୟକତା ଅଲଗା ଅଲଗା ହୋଇଥାଏ। ଚାଲନ୍ତୁ ଜାଣିବା, ବୟସାନୁସାରେ ବ୍ୟକ୍ତିଙ୍କ ଶୋଇବା ସମୟ।

publive-image

publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe