ଅଁଳାରସର ବିଭିନ୍ନ ଉପକାରିତା ଜାଣନ୍ତୁ

Advertisment
ଅଁଳାରସର ବିଭିନ୍ନ ଉପକାରିତା ଜାଣନ୍ତୁ

IndiaMART

ନୂଆଦିଲ୍ଲୀ: ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ପନିପରିବା ଓ ଫଳ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତେବେ ପ୍ରତ୍ୟେକ ପନିପରିବା ଓ ଫଳରେ ଭିଟାମିନ ରହିଥା୍ଏ। ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ ଅଁଳାରସର କ’ଣ ଉପକାରିତା ରହିଛି।

ପ୍ରତିଦିନ ଅଁଳାରସ ପିଇଲେ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ସହିତ କଲୋଷ୍ଟରସ୍ତର ହ୍ରାସ କରିଥାଏ।
ଅଁଳାରସକୁ ଉଷୁମ ପାଣିରେ ପିଇବା ଦ୍ବାରା ଏହା ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ସମସ୍ୟାରୁ ଦୂରେଇ ରଖିଥାଏ। କେବଳ ଏତିକି ନୁହେଁ ପ୍ରତିଦିନ ଅଁଳାରସକୁ ପିଇବା ଦ୍ବାରା ଥଣ୍ଡା ସମସ୍ୟା ବି ଭଲ ହୋଇଯାଇଥାଏ।
କେବଳ ଏତିକି ନୁହେଁ ଅଁଳାରସ ପାଚନ କ୍ରିୟାକୁ ସ୍ବାଭାବିକ ବି କରିଥାଏ। ଅଁଳାରସରେ ମହୁ ମିଶାଇ ପିଇଲେ ହୃଦରୋଗ ଭଲ ହୋଇଥାଏ।

କେବଳ ଏତିକି ନୁହେଁ ଚିକିତ୍ସ୍ୟକଙ୍କ କହିବାନୁସାରେ, ସକାଳେ ଓ ସନ୍ଧ୍ୟାରେ ଅଁଳାରସ ପିଇଲେ ଶରୀରରେ ଚର୍ମ ସମସ୍ୟା ରୁହେ ନାହିଁ। ଏଥିସହିତ ଯଦି କାହାର କେଶ ଝଡ଼ୁଛି ଏଥିରୁ ବି ମୁକ୍ତି ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe