ଲେମନ୍‌ ଟି ପିଇଲେ କି ଉପକାର ମିଳେ?

ଲେମନ୍‌ ଟି ପିଇଲେ କି ଉପକାର ମିଳେ?

photo courtesy-youtube.com

ଲେମ୍ବୁ ଚାହା ଅର୍ଥାତ୍‌ ଲେମନ୍‌ ଟି ସଂପର୍କରେ କିଛି କଥା ଶୁଣିଥିବେ କିନ୍ତୁ ଲେମ୍ବୁ ଚାହା ବା ଲେମନ୍‌ ଟି ପିଇଲେ କି ଉପକାର ହୁଏ, ତାହା ଜାଣିବାକୁ ଚାହାଁନ୍ତି କି?

ପ୍ରତ୍ୟହ ଲେମନ୍‌ଟି ପିଇଲେ ଆପଣଙ୍କୁ ସହଜରେ ଥଣ୍ଡା ଧରେ ନାହିଁ, କି କାଶ ହେବ ନାହିଁ । ଖାଲି ସେତିକି ନୁହେଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ । ଏହା ଶୀତ ଋତୁରେ ବି ଶରୀରକୁ ଗରମ ରଖିଥାଏ ।
ଲେମ୍ବୁ ଶରୀରରୁୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଏହାଛଡ଼ା କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ପ୍ରତିଦିନ ସକାଳେ ଲେମନଟି ପିଇଲେ ନିଜକୁ ସତେଜ ମନେ କରିବେ ।

ଲେମନ ଟି ପିଇଲେ ଆପଣଙ୍କ ମନ ଖୁସି ରହେ । ଏହା ମାନସିକ ସ୍ତରରେ ଆପଣଙ୍କୁ ଶାନ୍ତି ପ୍ରଦାନ କରିଥାଏ । ଏହି କାରଣରୁ ମୁଡ୍‌ ସବୁବେଳେ ଭଲ ରହେ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe