ଆୟୁର୍ବେଦରେ ତୁଳସୀକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ କୁହାଯାଏ। ଏହାର ଚେରରୁ ନେଇ ମଞ୍ଜି ଓ ପତ୍ର ପର୍ଯ୍ୟନ୍ତ ସବୁ ଅଂଶର ବ୍ୟବହାର ଅଲଗା-ଅଲଗା ରୋଗ ପାଇଁ କରାଯାଇଥାଏ। ତୁଳସୀରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ସ ଓ ନ୍ୟୁଟ୍ରିଆଣ୍ଟ୍ସ୍ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇଥାଏ। ନ୍ୟାସନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଆୟୁର୍ବେଦର ଡାକ୍ତରଙ୍କ କହିବା ଅନୁସାରେ ତୁଳସୀ ପାଣି ପିଇବାର ଏହି ୫ଟି ଫାଇଦା ବିଷୟରେ।
/sambad/media/post_attachments/wp-content/uploads/2017/11/Tulsi_Benefits_Slide_Infographics_8.jpg)
Follow Us