ରକ୍ତ ଚାପ ସମସ୍ୟା ଥିଲେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ

Advertisment
ରକ୍ତ ଚାପ ସମସ୍ୟା ଥିଲେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ

ଆଜିକାଲି ଚାପଗ୍ରସ୍ତଙ୍କ ସଂଖ୍ୟା ବଢ଼ିବାରେଲାଗିଛି। ସବୁ ବେଳେ ଚାପଗ୍ରସ୍ତ ରହିଲେ ରକ୍ତ ଚାପ ନକାରାତ୍ମକ ଭାବେ ପ୍ରଭାବିତ ହୁଏ। ଯୋଗ-ପ୍ରାଣାୟମ ମାଧ୍ୟମରେ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ। ତେବେ, ନୀତି-ନିୟମ ଅନୁଯାୟୀ ଯୋଗ-ପ୍ରାଣାୟମ କରିବା ସମସ୍ତଙ୍କ ପକ୍ଷେ ସଂଭବ ନୁହେଁ। ତେଣୁ, ଔଷଧ ସେବନ ହିଁ ଏକ ମାତ୍ର ରାସ୍ତା। ରକ୍ତ ଚାପ ହ୍ରାସକାରୀ ଔଷଧ ସଂପୂର୍ଣ୍ଣ ନିରାପଦ। ରକ୍ତ ଚାପ ସମସ୍ୟା ଥିଲେ, ଯେକୌଣସି ସାଧାରଣ ଡାକ୍ତରଙ୍କ ସହ ପରାମର୍ଶ କରି ନିୟମିତ ଔଷଧ ଖାଆନ୍ତୁ।

publive-image

ସମସ୍ୟା ଗୁରୁତର ଥିଲେ, ବିଶେଷଜ୍ଞ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ। ରକ୍ତ ଚାପ ହ୍ରାସକାରୀ ଔଷଧ ଖାଇବା ବନ୍ଦ କରନ୍ତୁନାହିଁ। ଏହା ବର୍ଷ ବର୍ଷ ଧରି ନିୟମିତ ଖାଇବାରେ ସମସ୍ୟା ନାହିଁ। ମଝିରେ ମଝିରେ ରକ୍ତ ଚାପ ମାପନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତ ଚାପ ସମସ୍ୟା ଥିଲେ, ଚାଳିଶ ବର୍ଷ ଟପିବା ପରେ ପ୍ରତି ଦିନ ଔଷଧ ଖାଇବାକୁ ପଡ଼େ। ଔଷଧ ବନ୍ଦ କଲେ ହୃଦ୍‌ଘାତ ହୋଇପାରେ। ଔଷଧ ସେବନ ସହ ନିୟମିତ ବ୍ୟାୟାମ କରନ୍ତୁ। ଭିଟାମିନ୍‌ ଡି-୩ ଏବଂ ଡିଏଚ୍‌ଏ ଓମେଗା-୩ ବଟିକା ଖାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe