ଏହି ୫ଟି କାରଣରୁ ହୋଇପାରେ ଲଙ୍ଗ୍‌ସ କ୍ୟାନ୍‌ସର୍‌, ରହନ୍ତୁ ସାବଧାନ!

Advertisment
ଏହି ୫ଟି କାରଣରୁ ହୋଇପାରେ ଲଙ୍ଗ୍‌ସ କ୍ୟାନ୍‌ସର୍‌, ରହନ୍ତୁ ସାବଧାନ!

ଅନେକଙ୍କର ଧାରଣା ରହିଛି କି ଧୂମପାନ ଫଳରେ ଲଙ୍ଗ୍‌ସ କ୍ୟାନ୍‌ସର୍‌ ହୋଇଥାଏ। କିନ୍ତୁ ଯେଉଁମାନେ ଧୂମପାନ କରନ୍ତି ନାହିଁ ତାଙ୍କୁ ମଧ୍ୟ ଏହି କ୍ୟାନ୍‌ସର୍‌ ହୋଇପାରେ। ଏହି ରୋଗ ହେବାର ଅନେକ କାରଣ ରହିବା ସହ ଏହା ଏକ ବିପଦପୂର୍ଣ୍ଣ ରୋଗ ଅଟେ।

publive-image

publive-image

ଆଜ୍‌ବେଷ୍ଟସ୍‌ ଫାଇବର୍‌: ଏହି ଫାଇବର ଘର ବା ଦୁକାନର ଛାତ ପାଇଁ ବ୍ୟବହାର ହୋଇଥାଏ। ଏଥିରେ ଥିବା କ୍ୟାମିକାଲ୍ସ୍‌ ନିଶ୍ୱାସ ଯୋଗେଁ ଫୁସ୍‌ଫୁସ୍‌କୁ ପହଞ୍ଚଥାଏ ଓ କ୍ୟାନ୍‌ସର୍‌ର ସମସ୍ୟା ସୃଷ୍ଟି କରିପାରେ।

publive-image

କାରଖାନାରେ କାମ କରୁଥିବା ବ୍ୟକ୍ତି: କୋଇଲା, ଆର୍ସେନିକ୍‌ ବା ଖବରକାଗଜ ପ୍ରିଣ୍ଟିଙ୍ଗ୍‌ର କାର୍ଯ୍ୟ କରାଯାଉଥିବା କାରଖାନା ଗୁଡ଼ାକର କର୍ମଚାରୀଙ୍କୁ ଲଙ୍ଗ୍‌ସ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ରହିଥାଏ।

publive-image

ଲଙ୍ଗ୍‌ ଫାଇବ୍ରୋସିସ୍‌: ଯେଉଁମାନଙ୍କର ଲଙ୍ଗ୍‌ ଫାଇବ୍ରୋସିସ୍‌ର ସମସ୍ୟା ରହିଛି ସେମାନଙ୍କୁ ଲଙ୍ଗ୍‌ କ୍ୟାନ୍‌ସର୍‌ର ସମ୍ଭାବନା ବଢ଼ିପାରେ।

publive-image

କ୍ରୋନିକ୍‌ ବ୍ରାକ୍ନାଇଟିସ୍‌: ଯେଉଁମାନଙ୍କୁ କ୍ରୋନିକ୍‌ ବ୍ରାକ୍ନାଇଟିସ୍‌ର ସମସ୍ୟା ଅଛି ସେମାନଙ୍କୁ ଲଙ୍ଗ୍‌ କ୍ୟାନ୍‌ସର୍‌ ହେବାର ଆଶଙ୍କା ରହିଥାଏ।

publive-image

ଜେନେଟିକ୍‌: ଯଦି ପରିବାରରେ ମା-ବାପାଙ୍କୁ ଲଙ୍ଗ୍‌ କ୍ୟାନ୍‌ସର୍‌ର ସମସ୍ୟା ରହିଛି ତା’ହେଲେ ଜେନେଟିକ୍‌ କାରଣରୁ ଛୁଆମାନଙ୍କୁ ମଧ୍ୟ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe