ଚା’, କଫି ଛାଡ଼ନ୍ତୁ; ସୁସ୍ଥ ରହିବାକୁ ଚାହୁଁଥିଲେ ପଇଡ଼ ପାଣି ପିଅନ୍ତୁ

Advertisment

ଉଭୟ ଖାଇବା ଓ ପିଇବା ମଣିଷ ଶରୀର ପାଇଁ ଜରୁରୀ। ଉପଯୁକ୍ତ ଖାଦ୍ୟ ଓ ପାନୀୟର ଅଭାବ ହେଲେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୁଏ। ଆମେ ଭାରତୀୟ ଲୋକମାନେ ଚା ଓ କଫି ପିଇବାକୁ ଖୁବ୍ ଭଲପାଆନ୍ତି। ହେଲେ ଏହି ସବୁ ପାନୀୟରେ କ୍ୟାଫିନ ଥିବା ହେତୁ ଏହା ଶରୀର ପାଇଁ ଉପଯୁକ୍ତ ହୋଇନଥାଏ। 

69404312-0f44-45b8-9de9-3bb66cfa53eb

ଉଭୟ ଖାଇବା ଓ ପିଇବା ମଣିଷ ଶରୀର ପାଇଁ ଜରୁରୀ। ଉପଯୁକ୍ତ ଖାଦ୍ୟ ଓ ପାନୀୟର ଅଭାବ ହେଲେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୁଏ। 

ଆମେ ଭାରତୀୟ ଲୋକମାନେ ଚା ଓ କଫି ପିଇବାକୁ ଖୁବ୍ ଭଲପାଆନ୍ତି। ହେଲେ ଏହି ସବୁ ପାନୀୟରେ କ୍ୟାଫିନ ଥିବା ହେତୁ ଏହା ଶରୀର ପାଇଁ ଉପଯୁକ୍ତ ହୋଇନଥାଏ। 

ତେଣୁ ସବୁଠାରୁ ଭଲ ପାନୀୟ ଭାବେ ଆମେ ପଇଡ଼ ପାଣିକୁ ନେଇପରିବା। ପଇଡ଼ ପିଇବା ଦ୍ଵାରା ଶରୀରର ନାନା ରୋଗ ଭଲ ହୋଇଯାଏ।

ଏଥିରେ ରହିଛି ଭିଟାମିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଏବଂ ବିଭିନ୍ନ ପ୍ରକାରର ମିନେରାଲ୍ସ। ଯାହାକି ଶରୀର ପାଇଁ ଖୁବ୍ ଭଲ।

ପଇଡ଼ ପିଇବା ଦ୍ଵାରା ଗ୍ୟାଷ୍ଟ୍ରିକ, ହଜମ ସମସ୍ୟା ଆଦି ଦୂର ହୋଇଥାଏ। ପେଟରେ ଥିବା ସଂକ୍ରମଣ ବି ପଇଡ଼ ପିଇବା ଦ୍ଵାରା ଭଲ ହୋଇଯାଏ। 

ଜଣ୍ଡିସ, ରକ୍ତଚାପ ରୋଗୀ, ଗର୍ଭବତୀ ମହିଳା ଆଦି ପଇଡ଼ ପିଇବା ଖୁବ୍ ଭଲ। 

ପଇଡ଼ ମନ ଇଚ୍ଛା ପାଇପାରିବେ ନାହିଁ। ଦିନକୁ ୨ ଥର ପଇଡ଼ ପିଇବା ଉଚିତ। ଥରେ ପିଇଲେ ବି ଚଳିବ। ନିଜକୁ ଫିଟ୍ ରଖିବାକୁ ଅତି କମରେ ସପ୍ତାହକୁ ଥରେ ପଇଡ଼ ପିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe