ଖାଲି ପେଟର ଏସବୁ ଖାଦ୍ୟ/ପାନୀୟ ନେଉଛନ୍ତି କି? ସାବଧାନ! ଏବେଠାରୁ ହିଁ ହୁଅନ୍ତୁ ସତର୍କ

ଖାଲି ପେଟର ଏସବୁ ଖାଦ୍ୟ/ପାନୀୟ ନେଉଛନ୍ତି କି? ସାବଧାନ! ଏବେଠାରୁ ହିଁ ହୁଅନ୍ତୁ ସତର୍କ

ଦେହ ଭଲ କିମ୍ବା ଖରାପ ହେବାରେ ପ୍ରଧାନ ଭୂମିକା ଗ୍ରହଣ କରେ ଖାଦ୍ୟ। ଉତ୍ତମ ଖାଦ୍ୟ ସୁସ୍ଥ ଶରୀରର ମାପକାଠି। ଯାହାର ଖାଦ୍ୟ ଯେତେ ସୁସ୍ଥକର ସେ ବ୍ୟକ୍ତି ସେତେ ସୁସ୍ଥବାନ। ଏମିତି ଅନେକ ଖାଦ୍ୟ ଅଛି ଯାହ ସୁସ୍ଥକର ହୋଇଥାଏ ମାତ୍ର ତାହାକୁ ଖାଲି ପେଟରେ ଖାଇବା ଦ୍ୱାରା ସେ ଅସୁସ୍ଥକର ପ୍ରମାଣିତ ହୁଏ। ଚାଲନ୍ତୁ ଆଜି ସେହି ଖାଦ୍ୟ ସଂପର୍କରେ ଜାଣିବା।

-ଦୁଗ୍ଧ ଜାତୀୟ ଦ୍ରବ୍ୟ: କୌଣସି ବି ପ୍ରକାର ଦୁଗ୍ଧ ଜାତୀୟ ଖାଦ୍ୟ ଯଥା: ଖିର, ଦହି,ଛେନା, ଲହୁଣୀ ଆଦି ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଗ୍ୟାସ୍‌ ମମସ୍ୟା ସହ ଅନ୍ୟ ସମସ୍ତ ସମସ୍ୟର ବି କାରଣ ହୋଇଥାଏ।

-କଦଳୀ: କଦଳୀ ଦେହ ପାଇଁ ଖୁବ୍‌ ଭଲ। ମାତ୍ର ଡାକ୍ତରମାନେ ଏହାକୁ ଖାଲି ପେଟରେ ଖାଇବାକୁ ମନା କରିଛନ୍ତି। ଆପଣ କିଛି ଖାଇକରି କଦଳୀ ଖାଆନ୍ତୁ କିମ୍ବା ଖିର ସାଥିରେ ବି କଦଳୀ ଖାଇପାରନ୍ତି।

publive-image

-ବିଲାତି ବାଇଗଣ: ଅଧିକାଂସ ଲୋକ ଡଇଟିଂରେ ଥିବା ସମୟରେ କିଛି ନଖାଇ ଖାଲି ପେଟରେ ଟମାଟେ, କାକୁଡ଼ିୀ ସାଲାଡ ଖାଆନ୍ତିି। ମାତ୍ର ଏହା ଆଦୌ ବି ସୁସ୍ଥକର ହୋଇନଥାଏ।

-ନାସପାତି: ଅନ୍ୟ ସବୁ ଖାଦ୍ୟ ପରି ନାସପାତିକୁ ବି ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଛି।

-କାଗେଜି ଲେମ୍ବୁ/ କମଳା: କାଗେଜି ହେଉ କିମ୍ବା କମଳା କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ।

-କାକୁଡ଼ି: ପୂର୍ବରୁ ବି କହି ସାରିଛି ଯେ ଖାଲି ପେଟରେ ସାଲାଡ଼ ଖାଆନ୍ତୁ ନାହିଁ।

-କଫି/ଚା: ଚା’ କିମ୍ବା କଫି ପିଇବା ପୂର୍ବରୁ ପ୍ରଥମେ ପେଟକୁ ଭଲ କରି ପୂରାଇ ଦିଅନ୍ତୁ। ଖାଲି ପେଟରେ ଚା, କଫି ଆଦୌ ପିଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe