ଶରୀରର ଏହିସବୁ ସମସ୍ୟାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ୍‌, ଭବିଷ୍ୟତରେ ବଡ଼ ସମସ୍ୟାରେ ପଡ଼ି ପାରନ୍ତି!

Advertisment
ଶରୀରର ଏହିସବୁ ସମସ୍ୟାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ ନଚେତ୍‌, ଭବିଷ୍ୟତରେ ବଡ଼ ସମସ୍ୟାରେ ପଡ଼ି ପାରନ୍ତି!

ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍‌ (ଚାପ)ରେ ରହୁଛନ୍ତି, ସମସ୍ତଙ୍କର କିଛି ନା କିଛି ସମସ୍ୟା ରହୁଛି। ଏହା ଯୋଗୁଁ ଜିବନଶୈଳୀରେ ମଧ୍ୟ ଖରାପ୍‌ ପ୍ରଭାବ ପଡ଼ୁଛି ଓ ବିଭିନ୍ନ ପ୍ରକାରର ସମସ୍ୟା ଧିରେ ଧିରେ ଶରୀରରେ ଦେଖା ଯାଉଛି। ଏମିତିରେ ସାଧାରଣ ଭାବି ଏହି ସମସ୍ୟା ଗୁଡ଼ିକୁ ଉପେକ୍ଷା କରନ୍ତୁ ନାହିଁ, ଏହା ଭବିଷ୍ୟତରେ ବଡ଼ ସମସ୍ୟାରେ ପରିବର୍ତ୍ତନ ହୋଇଯାଇ ପାରେ। ଜାଣନ୍ତୁ କେଉଁ ସବୁ ଜିିନିଷକୁ ଧ୍ୟାନରେ ରଖିବେ….

publive-image

ଷ୍ଟ୍ରେସ୍‌ (ଚାପ): କର୍ମରେ ଜଡ଼ିତ ଚାପ ବଢି ବିଷାଦ ବା ଡିପ୍ରେସନ୍‌କୁ ପହଞ୍ଚଥାଏ। ଉତ୍କଣ୍ଠା ଏବଂ ହୃଦ୍‌ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ।
publive-image
ବ୍ୟାକ୍‌ପେନ୍‌: ଲଗାତାର ବ୍ୟାକ୍‌ପେନ୍‌ ଲାଗି ରହିବା କିଡ୍‌ନୀ ଓ ଷ୍ଟୋନ୍‌ର କାରଣ ହୋଇପାରେ।
publive-image
ଦୁର୍ବଳତା ଓ ଅବସନ୍ନତା: ଏହା ଯୋଗୁଁ ଆଇରନ୍‌ର ମାତ୍ରାହାନୀ, ହୃଦୟ ସଂକ୍ରାମକ, ଗଳା ଜନିତ ସମସ୍ୟା ଆଦି କାରଣ ହୋଇପାରେ।
publive-image
ମୁଣ୍ଡବିନ୍ଧା: ଶରୀରରେ ପାଣିର କମି ଥିବାର ସମସ୍ୟା ଥିବା ସଙ୍ଗେ ହୃଦୟ ଓ ମସ୍ତିଷ୍କରେ ଜଡ଼ିତ କିଛି ରୋଗ ହୋଇଥିବାର ସମ୍ଭାବନା ମଧ୍ୟ ରହିଛି।
publive-image
ଛାତି କିମ୍ବା କାନ୍ଧରେ ପୀଡ଼ା: ଦୁର୍ବଳ, ଅବସନ୍ନତା, ନିଶ୍ୱାସ ନେବାରେ ସମସ୍ୟା ହେବା ସହିତ ଏହି ସଂକେତ ହୃଦୟ ଜନୀତ ସମସ୍ୟାର ସଂକେତ ହୋଇଥାଇ ପାରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe