ଏହି ୭ଟି ଭୁଲ ଅଭ୍ୟାସ ଆପଣଙ୍କ ଶରୀରପକ୍ଷେ କ୍ଷତିକାରକ !

Advertisment
ଏହି ୭ଟି ଭୁଲ ଅଭ୍ୟାସ ଆପଣଙ୍କ ଶରୀରପକ୍ଷେ କ୍ଷତିକାରକ !

ଦୈନଦିନ ଜୀବନରେ ଆମେ ଏମିତି କିଛି ଭୁଲ କରିଥାଉ ଯାହାକି ଆମ ଶରୀରପକ୍ଷେ କ୍ଷତିକାରକ ହୋଇଥାଏ। ତେବେ ଏମିତି କେତେଟି ଅଭ୍ୟାସ ଅଛି ଯାହା ଆମେ ଜାଣି ଜାଣି କରୁଥିବା ବେଳେ ଆଉ କେତେକ କାମ ଆମ ଅଗୋଚରରେ କରି ଦେଇଥାଉ। ତେବେ ଆସନ୍ତୁ ଜାଣିବା ଆମେ ଭୁଲରେ ବି ଏହି ୭ଟି କାମ କରିବା କଥା ନୁହେଁ। ଯାହାକି ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ।

publive-image

ଯେକୌଣସି କାଡ୍‌ର୍ ସ୍କ୍ରାଚ୍‌ କଲା ପରେ ଭଲ ଭାବେ ସାବୁନ ଦ୍ୱାରା ହାତ ସଫା କରନ୍ତୁ। କାରଣ, ଏଥିରେ ସିଲ୍‌ଭର୍‌ ନାଇଟ୍ରୋ ଅକ୍‌ସାଇଡ୍‌ ଥାଏ। ଏହି ବିଷାକ୍ତ ରାସାୟନିକ ଶରୀରକୁ ଗଲେ, ତ୍ୱଚା କର୍କଟ କରାଇବାର ଆଶଙ୍କା ଅଧିକ।

  • କେବେ ହେଲେ ଥଣ୍ଡା ପାଣି ସହ ଔଷଧ ଖାଆନ୍ତୁନାହିଁ। ଏହା ଦ୍ୱାରା ଔଷଧ ଶତ ପ୍ରତିଶତ କାମ କରି ନ ପାରେ।
  • ଅପରାହ୍‌ଣ ପାଞ୍ଚଟା ପରେ ଅଧିକ ଖାଆନ୍ତୁନାହିଁ।
  • ସକାଳେ ଅଧିକ ଏବଂ ରାତିରେ କମ୍‌ ପାଣି ପିଅନ୍ତୁ। ଏହା ବୃକ୍କର ସ୍ୱାସ୍ଥ୍ୟ ପାଇଁ ଭଲ।
  • ଔଷଧ ବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁନାହିଁ। ମଣିଷ ପାଇଁ ଉପଯୁକ୍ତ ଶୋଇବା ସମୟ- ରାତି ଦଶଟାରୁ ସକାଳ ଚାରିଟା।
  • publive-image
  • ଫୋନ୍‌ର ବ୍ୟାଟେରି ଅତି କମ୍‌ ଥିବା ବେଳେ କଥା ହୁଅନ୍ତୁନାହିଁ। ଏହି ସମୟରେ ବିକିରଣ ହଜାରେ ଗୁଣ ଅଧିକ।
  • ସର୍ବଦା ବାମ କାନରେ ଫୋନ୍‌ ଲଗାଇ କଥା ହୁଅନ୍ତୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe