ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

busabahmalatya.com

ବର୍ଷା ଏବଂ ଖରାଦିନେ ଲୋକମାନେ ଜାମୁକୋଳି ଖାଇବାକୁ ପାଇଥାନ୍ତି । ଉଭୟ ଖଟା,ମିଠା ଓ କଷା ଲାଗୁଥିବା ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ,ପୋଟାସିୟମ,ଆଇରନ କାର୍ବୋହାଇଡ୍ରେଟ୍‌,ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି କୌଣସି ଔଷଧଠାରୁ କମ ହୋଇ ନ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଜାମୁକୋଳି ଖାଇ ସାରିବା ପରେ ଏହି ୩ଟି ଜିନିଷ ଖାଇଲେ ଆପଣଙ୍କ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ....।

୧.କେବେ ବି ଭୁଲରେ ଜାମୁକୋଳି ଖାଇ ସାରିବା ପରେ କ୍ଷୀର ପିଅନ୍ତୁ ନାହିଁ । ଦୁଇଟି ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରରେ ଏକ ବିଷାକ୍ତ ଗ୍ୟାସ ପ୍ରସ୍ତୁତ ହୋଇଥାଏ, ଯାହାଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

Image result for drinking milk The List

୨.ଜାମୁକୋଳିି ଖାଇବା ପରେ ପରେ ଆଚାର ଖାଆନ୍ତୁ ନାହିଁ । ଆଚାର ଏବଂ ଜାମୁକୋଳି ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରକୁ ଯାଇ ତାହା ବିଷ ପାଲଟି ଯାଇଥାଏ । ଯାହାଦ୍ୱାରା ଜାମୁକୋଳିରୁ ମିଳୁଥିବା ଭଲ ପ୍ରଭାବ ଶରୀରକୁ ମିଳି ପାରି ନଥାଏ ।
୩.ଜାମୁକୋଳି ଖାଇବା ପରେ ପରେ ହଳଦୀ ଖାଇବା ଦ୍ୱାରା ପେଟ ଜଳିବା ଭଳି ଅନୁଭବ ହୋଇଥାଏ । ଯାହାଦ୍ୱାରା ଡ଼ାଇରିଆ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe