ଏହି ସବୁ ଲକ୍ଷଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆସୁଥିବା ବିପଦର ସୂଚନା ଦିଏ, ଏହାକୁ ନ ଏଡ଼ାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

Advertisment
ଏହି ସବୁ  ଲକ୍ଷଣ  ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆସୁଥିବା ବିପଦର ସୂଚନା ଦିଏ, ଏହାକୁ ନ ଏଡ଼ାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ପୁରୁଷମାନେ ନିଜ ଶରୀରରେ ହେଉଥିବା ସାଧାରଣ ସମସ୍ୟାକୁ ଏଡ଼ାଇ ଦିଅନ୍ତି, ଯାହା ଭବିଷ୍ୟତରେ ବଡ଼ ସମସ୍ୟା ଦେଖା ଦେଇଥାଏ।

publive-image

ଷ୍ଟ୍ରେସ୍‌: ଅଧିକ କାର୍ଯ୍ୟ କରିବା ଦ୍ୱାରା ଷ୍ଟ୍ରେସ୍‌ ଆସି ଡିପ୍ରେସନ୍‌ରେ ପରିବର୍ତ୍ତିତ ହୋଇଯାଏ। ଏହା ଦ୍ୱାରା ଭବିଷ୍ୟତରେ ହୃଦ୍‌ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ।

publive-image

ମୂତ୍ରାଶୟ ସମସ୍ୟା: ମୂତ୍ରାଶୟରେ ପୀଡ଼ା ହେବା, ବାରମ୍ବାର ଟଏଲେଟ୍‌ ଲାଗିବା କିଡ୍‌ନି, ଲିଭର କିମ୍ବା ମଧୁମେହ ରୋଗ ହୋଇପାରେ।

publive-image

ପିଠିରେ ଯନ୍ତ୍ରଣା: ବ୍ୟାକ୍‌ପେନ୍‌ ବା ପିଠିରେ ଯନ୍ତ୍ରଣା ଓ ଅଣ୍ଟା ଦରଜ ଲାଗି ରହିବା କିଡ୍‌ନି ଷ୍ଟୋନ୍‌ର କାରଣ ହୋଇପାରେ।

publive-image

ଅଧିକ ଝାଳ ବୋହିବା: ଅଧିକ ଝାଳ ବୋହିବା ଥାଇରଏଡ୍‌ କିମ୍ବା ମେଟାବୋଲିଜମ୍‌ର ସମସ୍ୟା ହୋଇଥାଇ ପାରେ।

publive-image

ମୁଣ୍ଡବିନ୍ଧା: ମୁଣ୍ଡବିନ୍ଧା ଲାଗି ରହିବା ଶରୀରରେ ପାଣି ଅଂଶ କମ୍‌ ହେବା ସହ ହୃଦ୍‌ରୋଗ ଓ ମସ୍ତିଷ୍କ ସହ ଜଡ଼ିତ କିଛି ରୋଗର ଆଶଙ୍କା ମଧ୍ୟ ହୋଇଥାଇପାରେ।

publive-image

ଛାତି କିମ୍ବା କାନ୍ଧରେ ଦରଜ: ଦୁର୍ବଳ ଲାଗିବା, ଅଳସୁଆ ଲାଗିବା, ଥକିଯିବା ଆଦି ହୃଦ୍‌ଜନିତ ସମସ୍ୟାର ସଙ୍କେତ ହୋଇଥାଇ ପାରେ।

publive-image

ଦିଆଯାଇଥିବା ସମସ୍ତ ଲକ୍ଷଣ ଦେଖା ଦେଉଥିଲେ ଏହାକୁ ନ ଏଡ଼ାଇ, ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe