ସକାଳେ ଉଠିବାମାତ୍ରେ ଏ ଦୁଇଟି ଅଭ୍ୟାସରୁ ନିବୃତ୍ତ ରହିବା ଭଲ , ଜାଣନ୍ତୁ ତା’ ନହେଲେ ଆମର କି ଅନିଷ୍ଟ ଘଟିଥାଏ

ସକାଳେ ଉଠିବାମାତ୍ରେ ଏ ଦୁଇଟି ଅଭ୍ୟାସରୁ ନିବୃତ୍ତ ରହିବା ଭଲ , ଜାଣନ୍ତୁ ତା’ ନହେଲେ ଆମର କି ଅନିଷ୍ଟ ଘଟିଥାଏ

photo-youtube

ସାଧାରଣତଃ ସକାଳେ ଉଠିବାମାତ୍ରେ ଆମେ କିଛି କାମ କରିଥାଉ। ତେବେ ଆମେ ଏହି ସମୟରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଏପରି କେତେକ ୨ଟି ଅଭ୍ୟାସରେ ଅଭ୍ୟସ୍ତ ରହିଥାଉ, ହେଲେ ଆମେ ଜାଣି ନଥାଉ ଏହା କେତେ ଉପକାରୀ କି କ୍ଷତିକାରକ!

ସକାଳୁ ଉଠି ମୋବାଇଲ୍‌ର ବ୍ୟବହାର କରିବା:- ତେବେ ବହୁତ ଲୋକଙ୍କର ଏପରି ମଧ୍ୟ ଅଭ୍ୟାସ ରହିଛି କି ,ସେମାନେ ସକାଳୁ ଉଠିବା କ୍ଷଣି ସେମାନଙ୍କର ମୋବାଇଲ୍‌ଟି ଚେକ୍‌ କରନ୍ତି। ଯାହାଦ୍ୱାରା ମୋବାଇଲରୁ ଉତ୍ପନ୍ନ ହେଉଥିବା ହାନିକାରକ ରଶ୍ମି ଆସି ସିଧାସଳଖ ଆମ ଆଖି ମଧ୍ୟରେ ପଡ଼ିଥାଏ।ତେବେ ଏପରି ଅଭ୍ୟାସ ଲମ୍ବା ସମୟ ପର୍ଯ୍ୟନ୍ତ କରିବା ଦ୍ୱାରା ଏହା ବ୍ୟକ୍ତିର ଆଖିକୁ ଦୁର୍ବଳ କରିଦିଏ।

publive-image photo- hydrorainfeatureddeltafaucet.com

ସକାଳୁ ଉଠିବା ମାତ୍ରେ ତୁରନ୍ତ ଗାଧୋଇବାର ଅଭ୍ୟାସ:-ବହୁତ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଗାଧୋଇବାର ଅଭ୍ୟାସ ରହିଥାଏ। ଯାହାକି ଶରୀରକୁ ଦୁର୍ବଳ କରିଦେଇଥାଏ। କାରଣ ସକାଳୁ ବ୍ୟକ୍ତି ଶରୀରର ତାପମାତ୍ରା ନର୍ମାଲ୍‌ ନଥିବା ହେତୁ ସକାଳୁ ଉଠିବାପରେ ତୁରନ୍ତ ଗାଧୋଇବା ଯୋଗୁଁ ଶରୀର ଦୁର୍ବଳ ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe