ଏହି ୫ ଜଣଙ୍କୁ କେବେ ବି ନିଜ ପାଦ ଛୁଇଁବାକୁ ଦିଅନ୍ତୁ ନାହିଁ, ଭୋଗିପାରନ୍ତି ମହାପାପ!

Advertisment
ଏହି ୫ ଜଣଙ୍କୁ କେବେ ବି ନିଜ ପାଦ ଛୁଇଁବାକୁ ଦିଅନ୍ତୁ ନାହିଁ, ଭୋଗିପାରନ୍ତି ମହାପାପ!

ସବୁ ପ୍ରଥା ବା ନୀତିର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି। ନିୟମରେ ସଂସାର ବନ୍ଧା। ନିୟମ ବହିର୍ଭୂତ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଅସାମାଜିକ କୁହାଯାଏ। ଆପଣ ସମାଜରେ ରହୁଛନ୍ତିମାନେ ସାମାଜିକ ରୀତିନୀତି ମାନି ଚଳିବା ଅପାଣଙ୍କ ଧର୍ମ। ବଡ଼ମାନଙ୍କ ପାଦ ଛୁଇଁ ସେମାନଙ୍କୁ ପ୍ରଣାମ କରିବା ପରମ ସୌଭାଗ୍ୟ ହୋଇଥାଏ। ମାତ୍ର କେତୋଟି କ୍ଷେତ୍ରରେ ଚରଣ ସ୍ପର୍ଶକୁ ବାରଣ କରାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁମାନଙ୍କୁ ଆମେ ନିଜ ପାଦ ଛୁଇଁବାକୁ ସୁଯୋଗ ଦେବା ଅନୁଚିତ।

ବୈଜ୍ୟଷ୍ଠ: କୌଣସି ବି ପରିସ୍ଥିତିରେ ନିଜଠାରୁ ବୟସରେ ବଡ଼ ହୋଇଥିବା ଲୋକଙ୍କୁ ଆମ ପାଦ ସ୍ପର୍ଶ କରିବାକୁ ଦେବା ଅନୁଚିତ ହୋଇଥାଏ। ଯଦି ସେପରି ଘଟେ ତେବେ ନିଜର ଆୟୁ ହ୍ରାସ ପାଇଥାଏ।

ନିଆଁ: ଅଗ୍ନିକୁ ଗୋଇଠା ମାରିବା ପରମ ପାପ ହୋଇଥାଏ। ପାଣି, ଭୂମି ଆଦିରେ ପାଦ ରଖି ଚଳପ୍ରଚଳ କରିବାରେ କୌଣସି ବାରଣ ନାହିଁ। ମାତ୍ର ଅଗ୍ନି ଦେବଙ୍କୁ ପାଦ ଲଗାଇବା ପରମ ପାପ ହୋଇଥାଏ।

publive-image

ବ୍ରାହ୍ମଣ: ବୟସରେ ସାନ ହେଲେ ବି କୌଣସି ବ୍ରାହ୍ମଣ ଯଦି ଆମ ପାଦ ସ୍ପର୍ଶ କରନ୍ତି ତେବେ ପାପ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

ସଂପର୍କ: ବେଳେ ବେଳେ ବୟସରେ ଖୁବ୍‌ ସାନ ହୋଇଥିଲେ ବି ମାନ୍ତିରେ କେହି କେହି ବଡ଼ ହୋଇଥାନ୍ତି। ଯେପରିକି ଆପଣଙ୍କ ବଡ଼ ଭାଇଙ୍କୁ ବିଭା କରିଥିବା ଯୁବତୀ ଜଣକ ଆପଣଙ୍କଠାରୁ ସାନ ହୁଅନ୍ତୁ ପଛେ ସେ ବି ଆପଣଙ୍କ ପାଦ ଛୁଇଁଲେ ଆପଣଙ୍କର ପାପ ହେବ।

ଗୁରୁ: ବୟସ, ଜାତି, ଧର୍ମ ସବୁକିଛିର ଊର୍ଧ୍ୱରେ ଗୁରୁ। ଗୁରୁ ଯେଉଁ ଜାତିର ବା ଯେତେ ବି ବୟସର ହୁଅନ୍ତୁ ସେ ପାଦ ଛୁଇଁଲେ ଘୋର୍‌ ପାପ ହୋଇଥାଏ ବୋଲି ଶସ୍ତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe