ସକାଳେ ଏହି ଖାଦ୍ୟ ଖାଇବା ଅନୁଚିତ , ଜାଣନ୍ତୁ କାରଣ

Advertisment
ସକାଳେ ଏହି ଖାଦ୍ୟ ଖାଇବା ଅନୁଚିତ , ଜାଣନ୍ତୁ କାରଣ

ଲୋକେ ଆଜିକାଲି ନିଜର ଆହାରକୁ ନେଇ ଖୁବ୍‌ ସଚେତନ। ସେମାନେ କେତେବଳେ କେଉଁ ଖାଦ୍ୟ ଖାଇବେ,ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥିତ ହେବାକୁ ଚାହାଁନ୍ତି।
ସକାଳେ ଯଦି କାର୍ବୋହାଇଡ୍ରେଟ୍‌ ଫୁଡ୍‌ ଖାଆନ୍ତି,ତେବେ ଆପଣଙ୍କୁ ଶୀଘ୍ର ଭୋକ ଲାଗିବ। ଏଣୁ ସକାଳେ ଏଭଳି ଖାଦ୍ୟ ନ ଖାଇବା ଭଲ। ଏହା ପରିବର୍ତ୍ତେ ଯଦି ସକାଳେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସକାଳେ ଖାଇବେ,ତେବେ ଦିନସାରା ଆପଣ ସକ୍ରିୟ ରହିବେ କିଛି ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଖାଇଲେ ତୁରନ୍ତ କ୍ଳାନ୍ତି ମେଣ୍ଟି ଯାଇଥାଏ ଓ ଶରୀରକୁ ଶକ୍ତି ଚାଲି ଆସିଥାଏ।
କିନ୍ତୁ ରାତିରେ ଅର୍ଥାତ୍‌ ସନ୍ଧ୍ୟା ୬ଟା ପରେ ଯଦି ଆପଣ କୌଣସି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି,ତେବେ ତାହା ଆପଣଙ୍କ ପାଇଁ ଘାତକ ସାବସ୍ତ୍ୟ ହୋଇପାରେ। କିନ୍ତୁ ଗବେଷଣା ଅନୁଯାୟୀ,ଯେଉଁମାନେ ବିଳମ୍ବିତ ରାତ୍ରିରେ ଖାଦ୍ୟ ଖାଆନ୍ତି,ସେମାନେ ଓଭର ଇଟର୍ସ ହୋଇଥାନ୍ତି।

publive-image
ଆପଣ ଦିନ ବେଳା ଯେତେ ଅଧିକ ଖାଦ୍ୟ ଖାଇଲେ କିଛି ଅସୁବିଧା ନାହିଁ,ମାତ୍ର ସନ୍ଧ୍ୟା ଛଅଟା ପରେ ଅଧିକ ମାତ୍ରାରେ ଖାଦ୍ୟ ସେବନ କରିଲେ,ତାହା ସମସ୍ୟା ଉପୁଜିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe