ଥଣ୍ଡା ଦିନରେ ବହୁ ଲୋକଙ୍କ କେଶ ଶୁଷ୍କ ହୋଇଯିବା ସହ ତା’ର ଔଜଲ୍ୟ କମିଯାଏ। ଏହି ସମସ୍ୟା ଠିକ୍ ଖାଦ୍ୟ ନ ଖାଇବା ଓ ହର୍ମୋନ୍ ପରିବର୍ତ୍ତନ କାରଣରୁ ବି ହୋଇଥାଏ। ଏହି ସମସ୍ୟାକୁ ଘରୋଇ ଉପାୟରେ ସମାଧାନ କରନ୍ତୁ, ଯାହା ପୁରୁଷ ଓ ମହିଳା ଦୁଇଜଣଙ୍କ ସପ୍ତାହକୁ ଥରେରୁ ଦୁଇ ଥର ବ୍ୟବହାର କରି କେଶକୁ ମୁଲାୟମ୍ ଓ ଉଜ୍ଜ୍ୱଳ କରିପାରିବ। ମାତ୍ର ୨୪ ଘଣ୍ଟା ଭିତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ।
/sambad/media/post_attachments/wp-content/uploads/2017/11/Hair_Shiny-Silky_Slide_2.jpg)
/sambad/media/post_attachments/wp-content/uploads/2017/11/Hair_Shiny-Silky_Slide_3.jpg)
/sambad/media/post_attachments/wp-content/uploads/2017/11/Hair_Shiny-Silky_Slide_4.jpg)
/sambad/media/post_attachments/wp-content/uploads/2017/11/Hair_Shiny-Silky_Slide_5.jpg)
/sambad/media/post_attachments/wp-content/uploads/2017/11/Hair_Shiny-Silky_Slide_6.jpg)
Follow Us