ଆଜି ଗୁରୁ ଦିବସ: ଜାଣନ୍ତୁ ଶିକ୍ଷାଦାନକୁ ନେଇ ଜ୍ଞାନୀ ବ୍ୟକ୍ତିଗଣ କହି ଯାଇଥିବା ଏହି ୬ କଥା

Advertisment
ଆଜି ଗୁରୁ ଦିବସ: ଜାଣନ୍ତୁ ଶିକ୍ଷାଦାନକୁ ନେଇ ଜ୍ଞାନୀ ବ୍ୟକ୍ତିଗଣ କହି ଯାଇଥିବା ଏହି ୬ କଥା

Over the shoulder view of students listening to teacher

- ଜଣେ ପିଲାକୁ ଉଚିତ ଶିକ୍ଷା ଦବା, ଠିକ୍‌ ମାର୍ଗ ଦର୍ଶାଇବା ଦେଶ ଶାସନଠାରୁ ବି ଶ୍ରେୟସ୍କର: ଓ୍ଵିଲିୟମ୍‌ ଏଲାରି ଚୈନିଙ୍ଗ୍‌, ପ୍ରଚାରକ ଓ ଧର୍ମ ବୈଜ୍ଞାନି

- ଅନେକ ଲୋକଙ୍କ ମୃତ୍ୟୁ ପରେ ତାଙ୍କୁ ଅଧିବେଶିରେ ୫ ରୁ ୬ ଜଣ ବ୍ୟକ୍ତି ମନେ ରଖନ୍ତି, ମାତ୍ର ଜଣେ ଶିକ୍ଷକଙ୍କୁ ହଜାର ହଜାର ଛାତ୍ର ବଡ଼ ହେବା ପରେ ବି ମନେ ପକାନ୍ତି: ଆଣ୍ଡି ରୋନି, ସାମ୍ବାଦିକ

- ଜଣେ ମହତ୍‌ ଶିକ୍ଷକଙ୍କୁ ମନେ ପକାଇ ପ୍ରଶଂସା ନୁହେଁ, ବରଂ କୃତଜ୍ଞତା ଜ୍ଞାପନ କରିବା ଉଚିତ। ତାଙ୍କର ରାଗ ପାଇଁ ତାଙ୍କୁ ଧନ୍ୟବାଦ୍‌ ସେବା ଉଚିତ। କାହିଁକି ନା, ଗରମ ଉଭୟ ଗଛ ଓ ଶିଶୁର ବିକାଶ ପାଇଁ ଲାଭପ୍ରଦ: ଦାନ୍‌ ରାଥୋର୍‌

publive-image

- ଜଣେ ଭଲ ଶିକ୍ଷକ ଏକ ମହମବତୀ ପରି। ସେ ନିଜେ ଜଳି ଜଳି ଅନ୍ୟକୁ ଆଲୋକିତ କରାନ୍ତି: ସୁସ୍ତାଫା କେମଲ ଅତାରୁକ୍‌

- ଶିକ୍ଷାଦାନ କଳା ଜାଣିଥିବା ବ୍ୟକ୍ତି କିଛି ଖୋଜିପାଇବାର କଳାରେ ପରିପୂର୍ଣ୍ଣ: ମାର୍କ ଭ୍ୟାନ୍‌ ଡୋରେନ୍‌

- ଶିକ୍ଷାଦାନ ହାରିଯିବା ଲୋକର କାମ ନୁହେଁ; ଏହାକୁ ନେଇ ଅନୁତାପ କରିବା ହିଁ ହାର୍‌ ମାନିବା ସହ ସମାନ: ଜ୍ୟାକୁସ୍‌ ବ୍ରାଜୁନ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe