ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ବରଦାନ ନିମ୍ବ ପତ୍ର, ଜାଣନ୍ତୁ ନିମ୍ବ ପତ୍ରରୁ ମିଳୁଥିବା ୧୦ଟି ଫାଇଦା...

Advertisment
ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ବରଦାନ ନିମ୍ବ ପତ୍ର, ଜାଣନ୍ତୁ ନିମ୍ବ ପତ୍ରରୁ ମିଳୁଥିବା ୧୦ଟି ଫାଇଦା...

magzter.com

ନିମ୍ବ ପତ୍ର ଶରୀରକୁ ସୁସ୍ଥ ରଖିବା ସହ ସୁନ୍ଦରତା ବଜାୟ ରଖିଥାଏ । ଖରାଦିନେ ନିମ୍ବ ପତ୍ରର ବ୍ୟବହାର ଅଧିକ ହୋଇଥାଏ । କାରଣ ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଆଜି ଆମେ ଆପଣଙ୍କୁ ନିମ୍ବ ପତ୍ରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ ଜଣାଇବୁ ।

୧.ଖରାଦିନେ ଅଧିକାଂଶ ଲୋକଙ୍କ ପାଖରେ ଆଲର୍ଜି ହେବାର ସମସ୍ୟା ଦେଖା ଯାଇଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ନିମ୍ବ ପତ୍ର ବାଟି ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ ।

publive-image YouTube

୨. ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ନିମ୍ବ ପତ୍ରର ଜୁସ୍‌ ତିଆରି କରି ପିଇବା ଆରମ୍ଭ କରନ୍ତୁ । ଯାହାଦ୍ୱାରା ଚର୍ବି ଖୁବ୍‌ ସହଜରେ କମି ଯାଇଥାଏ । ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ଗୋଟେ ଗ୍ଲାସ ନିମ୍ବ ପତ୍ରର ରସରେ ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଆରମ୍ଭ କରନ୍ତୁ ।

୩. ନିମ୍ବ ପତ୍ରରେ ଥିବା ତତ୍ତ୍ୱ ରକ୍ତରେ ଥିବା ସର୍କରା ସ୍ତରକୁ କମ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

୪.ମୁହଁରେ ଚମକ ଆଣିବା ପାଇଁ ପ୍ରତିଦିନ ନିମ୍ବ ପତ୍ରର ଜୁସ୍‌ ତିଆରି ପିଅନ୍ତୁ । ଏହି ଜୁସ୍‌ ରକ୍ତରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାର କରି ମୁହଁରେ ଚମକ ଆଣିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe