ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ ପଣସ, କର୍କଟ ରୋଗକୁ ମଧ୍ୟ କରିଥାଏ ଦୂର

ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ ପଣସ, କର୍କଟ ରୋଗକୁ ମଧ୍ୟ କରିଥାଏ ଦୂର

nari.punjabkesari.in

ପଣସରେ ଭିଟାମିନ ଏ, ସି, ଥାଇମିନ୍‌, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ୍‌ ଏସିଡ୍‌, ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ । ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ଯେଉଁ ଲୋକମାନଙ୍କର ଥାଇରଏଡ୍‌ର ସମସ୍ୟା ରହିଛି । ସେମାନଙ୍କ ପାଇଁ ପଣସ କୌଣସି ଔଷଧଠାରୁ କମ ନୁହେଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ ।

publive-image nari.punjabkesari.in

୨. ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲୋରୀର ପରିମାଣ ଖୁବ୍‌ କମ ମାତ୍ରାରେ ରହିଥାଏ ଏବଂ ଏହା ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯାହା ଓଜନକୁ କମ କରିଥାଏ ।

୩. ପଣସ ମଞ୍ଜିରେ ଆଇରନର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତେବେ ପଣସର ମଞ୍ଜି ଖାଇବା ଆରମ୍ଭ କରନ୍ତୁ ।

୪. ପଣସ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର କୋଷିକାଗୁଡ଼ିକ ଭାଙ୍ଗିବାରୁ ରୋକିଥାଏ । ଏହା ସହ ଏହା କର୍କଟ ରୋଗ ହେବାରୁ ମଧ୍ୟ ରକ୍ଷା କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe