ରବି ଓ ସୋମବାର: ଯୋଜନା କ୍ରିୟାନ୍ଵିତ ହେବ ଏବଂ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ଏବଂ ସାମାଜିକ ମେଳମିଳାପ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ରବି ଓ ସୋମବାର: ଆପଣଙ୍କର ହାସ୍ୟକୌତୁକ ସମସ୍ତଙ୍କୁ ଭଲ ଲାଗିବ। ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ଵ ଗ୍ରହଣ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଉନ୍ନତି ଲାଗି ବ୍ୟକ୍ତି ପାଇବେ।
ରବି ଓ ସୋମବାର: ନୂଆ କାରବାର ଆରମ୍ଭ ଲାଗି ସମୟ ଉପଯୁକ୍ତ। ମଙ୍ଗଳ ଓ ବୁଧବାର: ଅଫିସ୍ କାମ ସଂପୂର୍ଣ୍ଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ରୋମାନ୍ସ ଲାଗି ଭଲ ସମୟ।
/sambad/media/post_attachments/wp-content/uploads/2017/11/karkat.jpg)
ରବି ଓ ସୋମବାର: ଆପଣଙ୍କର ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ।
ରବି ଓ ସୋମବାର: ଅଚାନକ ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ସଂଘର୍ଷର ଫଳ ସନ୍ତୋଷଜନକ ହେବ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମର ପୂରା ଫଳ ମିଳିବ ଏବଂ ନୂଆ ବାହନ କିଣିପାରନ୍ତି।
/sambad/media/post_attachments/wp-content/uploads/2017/11/kanya.jpg)
ରବି ଓ ସୋମବାର: ଅଚାନକ ଧନପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ସଂଘର୍ଷର ଫଳ ସନ୍ତୋଷଜନକ ହେବ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମର ପୂରା ଫଳ ମିଳିବ ଏବଂ ନୂଆ ବାହନ କିଣିପାରନ୍ତି।
/sambad/media/post_attachments/wp-content/uploads/2017/11/tula.jpg)
ରବି ଓ ସୋମବାର: ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ, ଶୁକ୍ର ଓ ଶନିବାର: ବିଦେଶୀ ସମ୍ବନ୍ଧରେ ଆପଣଙ୍କୁ ଲାଭ ହୋଇପାରେ।
ରବି ଓ ସୋମବାର: ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ, ଶୁକ୍ର ଓ ଶନିବାର: ବିଦେଶୀ ସମ୍ବନ୍ଧରେ ଆପଣଙ୍କୁ ଲାଭ ହୋଇପାରେ।
ରବି ଓ ସୋମବାର: ନୂଆ ଭିତ୍ତି ରଖିବା ଲାଗି ସମୟ ଅନୁକୂଳ। ମଙ୍ଗଳ ଓ ବୁଧବାର: ବିରୋଧୀମାନଙ୍କ ପ୍ରତି ସତର୍କ ରହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଯୋଜନା ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ।
ରବି ଓ ସୋମବାର: କୌଣସି କାମରୁ ବଡ଼ ଫାଇଦା ମିଳିବ। ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତିରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ରବି ଓ ସୋମବାର: ଲାଭର ସ୍ଥିତି ହ୍ରାସ ହେବ। ମଙ୍ଗଳ ଓ ବୁଧବାର: କ୍ୟାରିୟର୍ରେ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ। ଗୁରୁ, ଶୁକ୍ର ଶନିବାର: କର୍ମଚାରୀଙ୍କୁ ଧନଲାଭ ହୋଇପାରେ।
/sambad/media/post_attachments/wp-content/uploads/2017/11/mina.jpg)
ରବି ଓ ସୋମବାର: ଅନୁଭବରୁ ପୂରା ଲାଭ ପାଇବେ। ମଙ୍ଗଳ ଓ ବୁଧବାର: କିଛି ନୂଆ କୌଶଳ ଶିକ୍ଷାଲାଭ କରିବେ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମ ଫଳ ଦ୍ଵିଗୁଣା ମିଳିବ।
Follow Us