କେବଳ ଗୋଟିଏ ଲାଲ ଲଙ୍କା ମାଧ୍ୟମରେ ଏକ ମିନିଟରେ ହୃଦଘାତରୁ ରକ୍ଷାପାଇବେ

କେବଳ ଗୋଟିଏ ଲାଲ ଲଙ୍କା ମାଧ୍ୟମରେ ଏକ ମିନିଟରେ ହୃଦଘାତରୁ ରକ୍ଷାପାଇବେ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ହୃଦ୍‌ଘାତର ଆଶଙ୍କା ରଖିଥାନ୍ତି। ଏଥିପାଇଁ ଅଧିକାଂଶ ଲୋକ କିଛି ଉପାୟ ଅବଲମ୍ବନ କରିଥାନ୍ତି।
ଆପଣ କ’ଣ ଜାଣନ୍ତି କି ଲାଲ୍‌ ଲଙ୍କା ହୃଦଘାତର ଆଶଙ୍କାକୁ ହ୍ରାସ କରିଥାଏ। ଆପଣ ଏହି ଜିନିଷକୁ ଆପଣ ନିଜ ହାତରେ ରଖିପାରନ୍ତି। ଯଦି ଆପଣ ଲାଲ୍‌ ଲଙ୍କାକୁ ନିଜ ସାଙ୍ଗରେ ନେବାକୁ ଅସମର୍ଥ ତେବେ, ଏହାକୁ ନିଜ ରୋଷେଇ ଘରେ ରଖନ୍ତୁ।

ଆପଣ ଏହାକୁ ବ୍ୟବହାର କରି ନ ପାରନ୍ତି, ତେବେ ଏହି ମୂଲ୍ୟବାନ୍‌ ଜିନିଷର ଉପଯୋଗିତା ଜାଣିବା ଆବଶ୍ୟକ।
ଡାକ୍ତର କ୍ରିଷ୍ଟୋଫର୍‌ ଦୀର୍ଘ ୩୫ ବର୍ଷର କ୍ୟାରିଅର୍‌ ଭିତରେ ହୃଦଘାତ ସଂପର୍କରେ ଅନେକ ପ୍ରକାରର ଗବେଷଣା କରିଛନ୍ତି। ସେ ହୃଦ୍‌ରୋଗୀମାନଙ୍କର ଚିକିତ୍ସା କରିବାବେଳେ ଗୋଟିଏ କପ୍‌ ଲାଲ ଲଙ୍କାର ଚାହା ପିଇବାକୁ ଦେଇଥିଲେ। ଏହାକୁ ପିଇବାପରେ ସେମାନେ ସୁସ୍ଥ ହୋଇଥିଲେ।
କିନ୍ତୁ ବାସ୍ତବରେ ଆପଣମାନେ ଲାଲ ଲଙ୍କା ବିଷୟରେ କେତେ ଜାଣନ୍ତି? ଏକଥା ତ ସମସ୍ତଙ୍କୁ ଜଣା ଯେ ଲାଲ୍‌ ଲଙ୍କା ହେଉଛି ସବୁଠାରୁ ଲୋକପ୍ରିୟ ଲଙ୍କା।
ଯେଉଁ ଲୋକ ହୃଦଘାତରେ ପୀଡ଼ିତ ହୋଇଛନ୍ତି, ତାଙ୍କୁ ସଙ୍ଗେ ସଙ୍ଗେ ଗୋଟିଏ ଲାଲ ଲଙ୍କା ଦିଅନ୍ତୁ।

publive-image photo-foodofy.com

ଏକ ଗ୍ଲାସ ପାଣିରେ ଏକ ଚାମଚ ଲାଲ ଲଙ୍କା ଗୁଣ୍ଡ ମିଶାଇ ରୋଗୀଙ୍କୁ ପିଇବାକୁ ଦିଅନ୍ତି। ଏହା ଦ୍ୱାରା ରୋଗୀ ସଙ୍ଗେସଙ୍ଗେ ସୁସ୍ଥ ହୋଇଯିବେ। ଯଦି ହୃଦଘାତରେ ପୀଡିତ ହୋଇ କୌଣସି ବ୍ୟକ୍ତି ବେହୋଶ ହୋଇପଡିଥାନ୍ତି, ତେବେ ତାଙ୍କୁ ମଧ୍ୟ ଲାଲ ଲଙ୍କା ମିଶା ପାଣି ପିଇବାକୁ ଦେଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe