ଦେହ କାହିଁକି କୁଣ୍ଡେଇ ହୁଏ, ଦିନରେ କେତେ ଥର ମଣିଷ କୁଣ୍ଡେଇ ହୁଏ?

Advertisment
ଦେହ କାହିଁକି କୁଣ୍ଡେଇ ହୁଏ, ଦିନରେ କେତେ ଥର ମଣିଷ କୁଣ୍ଡେଇ ହୁଏ?

ସମସ୍ତଙ୍କର ଦେହ ହାତ କୁଣ୍ଡେଇ  ହୋଇଥାଏ। କିନ୍ତୁ କାହିଁକି ଏମିତି ହୋଇଥାଏ। ଆଜି ଆମେ ଆପଣଙ୍କୁ କୁଣ୍ଡେଇ ହେବାର ରହସ୍ୟ ଜଣାଇବୁ।

ସାଧାରଣତଃ ଜଣେ ବ୍ୟକ୍ତି ଦିନରେ ୯୭ ଥର କୁଣ୍ଡେଇ ହୋଇଥାଆନ୍ତି। ଲିଭରପୁଲ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର୍‌ ଫ୍ରାନ୍‌ସିସ୍‌ ମ୍ୟାକ୍‌ଲୋନ୍‌ ବିବିସି ରେଡିଓ ୮୪ କୁ କହିଛନ୍ତି ଯେ, ମଶା,କୀଟପତଙ୍ଗ,ଲତା ଆଦି ମନୁଷ୍ୟଙ୍କ ତ୍ୱଚା  ଉପରେ ଏକ ଟକ୍ସିନ୍‌ ଛାଡିଛନ୍ତି। ଏହି ଟକ୍ସିନ୍‌ ପ୍ରଭାବରେ ଶରୀରରେ

ରୋଗ ପ୍ରତିରୋଧକ  ପଦ୍ଧତିରେ ହିଷ୍ଟେମିନ୍‌ର ସ୍ରାବ ଥାଏ। ଏପରି ହେଲେ ତନ୍ତ୍ରିକାରୁ ମସ୍ତିଷ୍କକୁ କୁଣ୍ଡେଇ ହେବାର ସଙ୍କେତ ଯାଇଥାଏ ଓ ତା’ପରେ ଆମେ ଦେହ କୁଣ୍ଡେଇ ହୋଇଥାଉ।

publive-image

୧୯୯୭ରେ କରାଯାଇଥିବା ଏକ ଗବେଷଣାରୁ ଜଣା ପଡ଼ିଥିଲା କି, ଶରୀରରେ ଆଘାତ ଲାଗିଲେ,ତ୍ୱଚାରେ ଏହାର ପ୍ରତିକ୍ରିୟା ହୋଇଥାଏ ଏବଂ ତା’ର ଫଳସ୍ୱରୂପ କୁଣ୍ଡେଇ ହୋଇଥାଏ। ସେଣ୍ଟର ଅଫ୍‌ ଦ ଷ୍ଟଡି ଅଫ୍‌  ଇଚ୍‌ର ବୈଜ୍ଞାନିକ ବ୍ରାୟନ୍‌ଙ୍କ ସାମ୍ନାରେ ବସିଥିବା ବ୍ୟକ୍ତି କୁଣ୍ଡେଇ ହେବ,ତେବେ ଆପଣ ବି କୁଣ୍ଡେଇ ହେବେ। ଏପରି ସଂକ୍ରମଣ ପାଇଁ ମସ୍ତିଷ୍କର ‘ମୁ ପ୍ରାକିଏଜମୋଟିକ୍‌ ନ୍ୟୁକ୍ଲିୟସ୍‌’ଦାୟୀ ବୋଲି କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe